ଓଡିଶା

ପୁଷ୍ପା ଷ୍ଟାଇଲରେ ଖସିଲା ବୋଲେରୋ କେନାଲକୁ

ପୁଷ୍ପା ଷ୍ଟାଇଲରେ ସୁଟିଂ ସେଟରେ ଯେମିତି ଅଲୁ ଅର୍ଜୁନ ଦେଖାଇ ଥିଲେ । ଏଠି ସେମିତି ଷ୍ଟଣ୍ଡ ଦେଖାଇଛନ୍ତି ଜଣେ ଉନ୍ମୁକ୍ତ ଯୁବକ. ଲୋକଙ୍କ କହିବା ଅନୁଯାୟୀ ତେନ୍ତୁଲିପଦି ଗାଁ ର ଜଣେ ଯୁବକ ବେପରୁଆ ଗାଡ଼ି ଚାଳନା କରି ଗୋଟିଏ ଏଲେକ୍ଟ୍ରୀ ଖୁଣ୍ଟ ଭାଙ୍ଗି ସିଧା କେନାଲ ଭିତରେ। ହେଲେ ଏପରି ଅବସ୍ଥା ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଛୁ। ଗାଡ଼ି ଟି ପାଖ ଗାଁ ର କୁହାଯାଉଛି। ଯାହାର ନମ୍ବର ହେଉଛି od 05AA 3162.

Related posts

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews

ସୂତାକଳ କାର୍ଯ୍ୟକ୍ଷମ ପାଇଁ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

mahabharatanews

ଆାଇଏଏସ ସ୍ତରରେ ଅଦଳବଦଳ

mahabharatanews