ଓଡିଶା

ଉଦଳାରେ ମା ବାସନ୍ତୀଙ୍କ ଅଶୋକାଷ୍ଟମୀ ପୂଜା

ଆଜି ମା ବାସନ୍ତୀଙ୍କ ଅଶୋକାଷ୍ଟମୀ ପୂଜା! ମୟୁରଭଞ୍ଜ ଜିଲ୍ଲା ଉଦଳାର ଏକମାତ୍ର ବାସନ୍ତୀ ମଣ୍ଡପ ଛକ ଠାରେ ମାଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି! ବିଶେଷ କରି ଏହି ପୂଜା ବହୁ ପୁରାତନ ହୋଇଥିବା ବେଳେ ଏହି ପୂଜା 49 ବର୍ଷରେ ପଦାର୍ପଣ କରିଛି! ସକାଳ 6.05 ସମୟରୁ ସର୍ବସାଧାରଣଙ୍କ ପାଇଁ ପୂଜା ଆରମ୍ଭ ହୋଇଥିବା ବେଳେ 11.25 ସମୟରେ ସନ୍ଧି ପୂଜା ସହ ଯଥାରୀତି ନୀତି ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥିଲା!

ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଆବେଗ ସତେ ଯେମିତି ମାଆଙ୍କ ପାଖକୁ ଟାଣି ଆଣିଥିଲା! ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ସତେ ଯେମିତି ଦେଖିବାକୁ ମିଳିଥିଲା! ଘଣ୍ଟ ଓ ମନ୍ତ୍ର ପାଠରେ ପୂଜା ମଣ୍ଡପ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା!

Related posts

ନକଲି ସାର୍ଟିଫିକେଟ ଦେଖାଇ କରିଥିଲେ ଚାକିରି, ଜଣାପଡିବା ପରେ ୩କର୍ମଚାରି ବହିଷ୍କୃତ

mahabharatanews

ଛୁଟି ତିନି ଦିନ ଖୋଲୁଛି ଆରଟିଓ

mahabharatanews

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews