ଓଡିଶାଉଦଳା ହସ୍ପିଟାଲରେରେ ବିଶ୍ୱ ସେବିକା ଦିବସmahabharatanewsMay 13, 2026 by mahabharatanewsMay 13, 2026045 ମୟୁରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ବ୍ଲଡ଼ ବ୍ୟାଙ୍କ ସଭା ଗୃହରେ ଆଜି ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି! ବିଶେଷ କରି ନର୍ସ ମାନେ କିପରି ରୋଗୀମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ ଡାକ୍ତରଙ୍କ...
ଓଡିଶାଏକଲବ୍ୟ ମଡେଲ ସ୍କୁଲରେ ବାର୍ଷିକ ଉତ୍ସବmahabharatanewsApril 9, 2026 by mahabharatanewsApril 9, 2026066 ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିମଗଡିଆ ଠାରେ ଥିବା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଶେଷ କରି ଶିକ୍ଷା ସାଙ୍ଗକୁ କ୍ରୀଡା ଓ ବାର୍ଷିକ ଉତ୍ସବ...
ଓଡିଶାଗଛ କାଟୁଥିଲେ ଚାପି ଦେଲା ଡାଳmahabharatanewsApril 4, 2026 by mahabharatanewsApril 4, 2026040 ଗଛ ଉପରେ ଚଢି କାଟୁଥିଲେ ଗଛ। ହେଲେ ଲଦି ହୋଇଗଲା ଆଉ ଏକ ଗଛ। ଗଛ ସନ୍ଧିରେ ଚାପି ହୋଇ ୨୦ ଫୁଟ ଉପରେ ଏକ ଘଣ୍ଟା ଧରି ଝୁଲିରହିଲେ ଯୁବକ। ଏଭଳି ଘଟଣା...
ଓଡିଶାଉଦଳାରେ ମା ବାସନ୍ତୀଙ୍କ ଅଶୋକାଷ୍ଟମୀ ପୂଜାmahabharatanewsMarch 26, 2026 by mahabharatanewsMarch 26, 2026054 ଆଜି ମା ବାସନ୍ତୀଙ୍କ ଅଶୋକାଷ୍ଟମୀ ପୂଜା! ମୟୁରଭଞ୍ଜ ଜିଲ୍ଲା ଉଦଳାର ଏକମାତ୍ର ବାସନ୍ତୀ ମଣ୍ଡପ ଛକ ଠାରେ ମାଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି! ବିଶେଷ କରି ଏହି ପୂଜା ବହୁ...
ଓଡିଶାଖୁଣ୍ଟା ବାରୁଣୀ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡmahabharatanewsMarch 17, 2026 by mahabharatanewsMarch 17, 2026061 ଆଜି ହେଉଛି ପବିତ୍ର ବାରୁଣୀ ବୁଡ । ବିଭିନ୍ନ ବାରୁଣୀ ପୀଠରେ ଭକ୍ତମାନେ ବୁଡ ପକାଇବା ସହିତ ପୁଣ୍ୟ ଅର୍ଜନ କରୁଛନ୍ତି । କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଢୁଢୁଆ ବାରୁଣୀ ପୀଠରେ ଆଜି ସକାଳୁ...
ଓଡିଶାପର୍ବ ପର୍ବାଣିମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।mahabharatanewsFebruary 4, 2026 by mahabharatanewsFebruary 4, 2026061 ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରାରେ ଅବସ୍ଥିତ ମା ହିଙ୍ଗୁଳା ଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ପ୍ରଥମେ ଅସ୍ଥାୟୀ ମନ୍ଦିରରେ ମା ପୂଜା ପାଉଥିବାବେଳେ ସମୟ...
ଓଡିଶାଗୋପବନ୍ଧୁନଗର ପ୍ରେସ କ୍ଳବର ବାର୍ଷିକ ଉତ୍ସବ mahabharatanewsFebruary 1, 2026 by mahabharatanewsFebruary 1, 2026055 ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। କୁଆମରା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁନଗର ବ୍ଲକ ବିଡ଼ିଓ ପୃଥ୍ୱୀରାଜ ପରିଡା, ଅବସରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ...
ଓଡିଶାଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଆରା ନୂଆବର୍ଷmahabharatanewsJanuary 5, 2026January 5, 2026 by mahabharatanewsJanuary 5, 2026January 5, 2026070 ନୂଆବର୍ଷ ପାଇଁ ସମସ୍ତଙ୍କ ମନରେ ଖୁସି ଆଉ ଉତ୍ସାହ! କିଏ ପ୍ରିୟଜନଙ୍କ ସହ ତ ଆଉ କିଏ ପରିବାର ଓ ସାଙ୍ଗସାଥି ମାନଙ୍କ ସହିତ ନୂଆ ବର୍ଷକୁ ବେଶ ମଜାରେ କାଟୁଛନ୍ତି! ମୟୁରଭଞ୍ଜ ଜିଲ୍ଲା...
ଓଡିଶାଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସmahabharatanewsNovember 17, 2025 by mahabharatanewsNovember 17, 2025092 ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୟୁନିକ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ଉପଜିଲ୍ଲାପାଳ, ଡେପୁଟି କଲେକ୍ଟରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ...
Uncategorizedଓଡିଶୀ ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବmahabharatanewsJanuary 16, 2023January 16, 2023 by mahabharatanewsJanuary 16, 2023January 16, 20230197 ଉଦଳା : ଉଦଳା ଓଡିଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଉଦଳା ଟାଉନ କ୍ଳବ ପରିସରରେ ଏହି ଓଡିଶୀ ନୃତ୍ୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।...