ଓଡିଶା

ଆଜି ବି ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଜାରୀ ରହିଛି

ଆଜି ବି ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଜାରୀ ରହିଛି। ଗଣତି ମଣତି କାର୍ଯ୍ୟ ୮ମ ଦିନରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି ସମ୍ପୂର୍ଣ୍ଣ କରାଯାଇଛି। ସେହିଭଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତର ରତ୍ନଭଣ୍ଡାର।

ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରଘୁନାଥ ବେଶ ଓ ମହାପ୍ରଭୁଙ୍କର ଅନେକ ଦୁର୍ମୁଲ୍ୟ ଅଳଙ୍କାର ରହିଛି। ସେସବୁର ଗଣତି ଓ ମଣତି କାର୍ଯ୍ୟ ଚାଲିଛି। ତେବେ ଆମ ମୁହଁରୁ ଯାହା ବାହାରୁଛି ତାହା ଜଗନ୍ନାଥଙ୍କ ତୁଣ୍ଡର କଥା ବୋଲି ଭାବି ତାକୁ ଅନ୍ୟଥା କଥା ବନାନ୍ତୁ ନାହିଁ ବୋଲି ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଜଷ୍ଟିସ ରଥ।

Related posts

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

mahabharatanews

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ

mahabharatanews

ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା

mahabharatanews