ଓଡିଶା

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

ବଣାଇ ଉପଖଣ୍ଡ କୋଇଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ  ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ  ଡା.ଶୁଭଙ୍କର ମହାପାତ୍ର ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଯୁଗ୍ମ ଜନଶୁଣାଣୀ  କରିଛନ୍ତି l ଉକ୍ତ କର୍ଯ୍ୟକ୍ରମରେ ୮୦ ଗୋଟି ଅଭିଯୋଗ ପଞ୍ଜିକୣତ ହେଇଥିଲା ବେଳେ ସେଥିମଧ୍ୟରୁ  ୧୦ ଗୋଟି ଅଭିଯୋଗ ବ୍ୟକ୍ତିଗତରହିଥିଲା ଓ ସାମୁହିକ ଭାବେ ୭୦ ଗେlଟି ଅଭିଯୋଗ ହୋଇଥିଲା । ସାମୁହିକ ଅଭିଯୋଗ ମଧ୍ୟରେ ରାସ୍ତା,ପାନୀୟ ଜଳ, ଖଣି ସମସ୍ୟା , ଖେଳ ପଡିଆ ଉନ୍ନତି କରଣ , ଶିକ୍ଷା ଭଳି ବିଭିନ୍ନ ଅଭିଯୋଗ ମାନ ରହିଥିଲା ।

ଏହି କାର୍ଯ୍ୟକ୍ରମରେ ଜଣକୁ ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ରାଉରକେଲା ଏସ. ପି. ନୀତିସ ଓ୍ବlଧାନୀ, ବଣାଇ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, ପି. ଏ.ଆଇ. ଟି. ଡି. ଏ ସ୍ବଦୀପ ଟପେlଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

mahabharatanews

ନକଲି ସମ୍ବଲପୁରୀ ଶାଢ଼ୀ ଓଡିଶା ମାର୍କେଟକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ

mahabharatanews

୨୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

mahabharatanews