ଓଡିଶା

କଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ

ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି  ହୋଇଥିଲା । ଏଥିରେ ସର୍ବ ମୋଟ ଷାଠିଏ ଗୋଟି  ଅଭିଯୋଗର ସମାଧାନ ହୋଇଥିଲା। ରାସ୍ତା, ପାନୀୟ ଜଳ, କୃଷି, ଜମିପଟ୍ଟା, ଆବାସ ଘର, ବ।ର୍ଦ୍ଧକ ଭତ୍ତା, ଏଲେକ୍ଟ୍ରି ବିଲ, ଡ୍ରେନ ସମସ୍ୟା, ବିଭିନ୍ନ ପ୍ରକାର ଜନ ସାଧାରଣଙ୍କ ଅଭିଯୋଗ  ସମାଧାନ ଶୀଘ୍ର କରାଯିବ ବୋଲି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ କହିଛନ୍ତି। ଏହି ସଭାରେ ଜିଲ୍ଲାର ସବୁ ବିଭାଗର ସରକାରୀ କର୍ମଚାରି ଉପସ୍ଥିତ ଥିଲେ। ଏହି  ଅଭିଯୋଗ ପ୍ରକଷ୍ଟରେ ଗୁଳୁଗୁଳି ଖରାକୁ ସମ୍ମୁଖରେ ରଖି ଆନନ୍ଦ ମାର୍ଗ universal ଦେବଗଡ଼  ତରଫରୁ ମାଗଣାରେ ଦହି ସରବତ ବଣ୍ଟନ କରାଯାଇଥିଲା।

Related posts

ଏସଆରସିଙ୍କ ବନ୍ୟା ମୁକାବିଲାକୁ ନେଇ ସୂଚନା

mahabharatanews

ବେଳାଭୂମିରେ ସ୍ନାନ ହେଲା କାଳ, ମାକୁ ବଞ୍ଚାଇବାକୁ ଯାଇ ଗଲା ପୁଅର ଜୀବନ

mahabharatanews

ହକି ବିଶ୍ଵକପ: ପ୍ରତି ୱlର୍ଡରେ ହେବ ପଦଯାତ୍ରା

mahabharatanews