ଓଡିଶାକାଦୁଅ ରାସ୍ତାରେ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସmahabharatanewsSeptember 1, 2026 by mahabharatanewsSeptember 1, 2026021 କାଦୁଅ ପଚ୍ପଚ୍ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ପ୍ରାୟ ଏକ କିଲୋମିଟର ରାସ୍ତା ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ ଜଣେ ଗର୍ଭବତୀ ମହିଳା । ଏଭଳି ଏକ ଦୁର୍ଦ୍ଦଶାର...
ଓଡିଶାକଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗmahabharatanewsMay 25, 2026 by mahabharatanewsMay 25, 2026041 ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥିଲା । ଏଥିରେ ସର୍ବ ମୋଟ ଷାଠିଏ ଗୋଟି ଅଭିଯୋଗର ସମାଧାନ ହୋଇଥିଲା। ରାସ୍ତା, ପାନୀୟ ଜଳ, କୃଷି, ଜମିପଟ୍ଟା,...
ଓଡିଶାବାରକୋଟ ଥାନା ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsFebruary 28, 2026 by mahabharatanewsFebruary 28, 2026047 ଆଜି ଦେବଗଡ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାରକୋଟ ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିର କୁ ଦେବଗଡ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅନିଲ...
ଓଡିଶାଜାତୀୟ ସଡ଼କ ସୁରକ୍ଷା ମାସରେ ବାରକୋଟ ପୋଲିସ ଏବଂ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମmahabharatanewsJanuary 27, 2026 by mahabharatanewsJanuary 27, 2026073 ଦେବଗଡ଼ ଜିଲ୍ଲା ବାରକୋଟ ପୋଲିସ ଏବଂ କଲା ପଞ୍ଚାୟତ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚଳିତ ବର୍ଷର ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯକ୍ରମ ଆରମ୍ଭ ହୋଇଥିଲା। କଲା କଲେଜରୁ ଛାତ୍ରଛାତ୍ରୀମାନେ ରାଲି...
ଓଡିଶାବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫmahabharatanewsNovember 21, 2025 by mahabharatanewsNovember 21, 2025064 ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ। ଦେବଗଡ ଜିଲ୍ଲାବାରକୋଟ ବ୍ଲକ କାଦୋପଡା ସୋସାଇଟି ର ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା...
ଓଡିଶାବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାmahabharatanewsNovember 14, 2025 by mahabharatanewsNovember 14, 2025063 ଦେବଗଡ ଜିଲ୍ଲା ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଆଜି ଚଳିତ ବର୍ଷର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କଣ୍ଢଳ ଖେଳ...