ଓଡିଶା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର : ଆଜି ରାଉଲକେଲା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କନିଷ୍ଠଯନ୍ତ୍ରୀ ବିଜୟାନନ୍ଦ ସାହୁ | ତାଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟର ଅନ୍ତିମ ବିଲ୍ ପାଇଁ ନେଉଥିଲେ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ | ଭିଜିଲାନ୍ସ ବିଜୟାନନ୍ଦ ସାହୁଙ୍କ ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ଉକରିଛି | ରାଉରକେଲା ଭିଜିଲାନ୍ସ PS କେସ୍ ନଂ ୨୪ ଆଅପିସି ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଛି | ତେବେ ଇଂଜିନିୟରଙ୍କ ବିଷୟରେ ଅଧିକ ଜାଣିବା ଆଇଁ ଖୋଳତାଡ଼ କରୁଛି ଭିଜିଲାନ୍ସ |

Related posts

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

mahabharatanews

ୟୁଜିସି ମାର୍ଗଦର୍ଶିକା ଉପରେ ପୁନର୍ବିଚାର କରିବାକୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews