ଓଡିଶା

ଉଦଳା ରେ ମୁନି ସମାଜ ର ପକ୍ଷରୁ ଅଧିବେଶନ

ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପ ରେ ଦୁଇ ଦିନ ଧରି ଅଖିଳ ଭୁମଣ୍ଡଳୀୟ ସର୍ବ ସିରମଣି ମୁନି ସମାଜ ର ଚତୁର୍ଥ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଗୋରଖପୁର ର ଅଧକ୍ଷ ମୁନିଶ୍ୱର ନିରଞ୍ଜନ ପଣ୍ଡିତ ଙ୍କ ସମେତ ଅନ୍ୟ ମୁନି ସମାଜ ର ସଦସ୍ୟ ମାନେ ଯୋଗ ଦେଇଥିଲେ। ବିଶେଷ କରି ସମାଜ ରୁ ଅନ୍ଧ ବିଶ୍ୱାସ, କୁସଂସ୍କାର କୁ ଯୋଗ ମାଧ୍ୟମ ରେ ଦୂର କରି ମଣିଷ କୁ ସୁସ୍ଥ ଜୀବନ ଯାପନ କରିବା ରେ ସହାୟକ ହୋଇଥାଏ ଓ ଆଜି ରେ ସମାଜ ରେ କିପରି ଯୁବପିଢ଼ି ପଥଭ୍ରଷ୍ଟ ନହେବେ ସେଥିପାଇଁ ଆଧ୍ୟାତ୍ମିକ ଚେତନା ର ଜ୍ଞାନ କୁ ପରି ପ୍ରକାଶ କରା ଯାଇଥାଏ। ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ମୁନି ସମାଜ ର ଭକ୍ତ ଯୋଗ ଦେଇଥିଲେ।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

mahabharatanews

ରାଜ୍ୟରେ ଆଉ ୫ କୋରୋନା ପଜେଟିଭ ଚିହ୍ନଟ

mahabharatanews

ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ…

mahabharatanews