ମନୋରଞ୍ଜନ

ପରଲୋକରେ ‘ମହାଭାରତ’ର ଶକୁ

(ମୁମ୍ବାଇ) : ପରଲୋକରେ ‘ମହାଭାରତ’ର ଶକୁନି  ।  ୭୯ ବର୍ଷୀୟ ବି. ଆର୍‌. ଚୋପ୍ରାଙ୍କ ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି।ଆଜି ଅପରାହ୍ଣ ୪ଟା ବେଳେ ମୁମ୍ବାଇର ଅନ୍ଧେରୀ ଉପନଗରୀସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Related posts

‘ମୋ ଜୀବନ ବିପଦରେ ଅଛି’: ଆଦିଲ ଖାନ 

mahabharatanews

କମିଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍‌ ମୂଲ୍ୟ

mahabharatanews

 ଗାୟିକା ବିଜୟ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର 

mahabharatanews