ଓଡିଶା

ଆଖିବୁଜିଲେ ୨୫୦ଟି ଫିଲ୍ମ କରିଥିବା ବଲିଉଡ ଅଭିନେତ୍ରୀ

(ମୁମ୍ବାଇ) : ଆଖିବୁଜିଲେ ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲଟକର । ତାଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଏହି ଅଭିନେତ୍ରୀଙ୍କୁ କିଛିଦିନ ହେଲା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

 

ସୂଚନାନୁଯାୟୀ ,  ଆସନ୍ତାକାଲି ଭେଟେରାନ ଅଭିନେତ୍ରୀ ସୁଲୋଚାନାଙ୍କ ଶେଷ ଦର୍ଶନ ପରେ ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର କରାଯିବ। ସୁଲୋଚାନା ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା | ଏଥି ସହିତ ସେ ହିନ୍ଦୀ ସିନେମାରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ କେବଳ ବଲିଉଡରେ ୨୫୦ରୁ ଅଧିକ ଚଳଚ୍ଚିତ୍ର କରିଥିଲେ।ଏହି ଅଭିନେତ୍ରୀ ଦେବ ଆନନ୍ଦଙ୍କ ଠାରୁ ଆରମ୍ଭ କରି ରାଜେଶ ଖାନ୍ନାଙ୍କ ପର୍ଯ୍ୟନ୍ତ ବଡ ବଡ ତାରକାଙ୍କ ସହ କାମ କରିଥିଲେ।

 

 

Related posts

ସାର ନ ମିଳିବାରୁ ପଞ୍ଚାୟତ ଆଗରେ ଚାଷୀଙ୍କ ହରତାଳ

mahabharatanews

ଶିମିଳିପାଳର ୩୫ ସ୍ଥାନରେ ଜଳୁଛି ନିଆଁ

mahabharatanews

ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି

mahabharatanews