ଭାରତ

ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ-L

(ଦିଲ୍ଲୀ) : ଆଜି ଆଉ ଏକ ଇତିହାସ ରଚିବ ଆଦିତ୍ୟ-L1 । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ । ନିର୍ଦ୍ଧାରିତ କକ୍ଷପଥ ଲାଗ୍ରାଞ୍ଜ ପଏଣ୍ଟରେ ଆଦିତ୍ୟ-L1 ନିର୍ଦ୍ଧାରିତ କକ୍ଷପଥ ଛୁଇଁବ । ଏହା ପୃଥିବୀଠାରୁ ୧.୫ ମିଲିୟନ୍ ଅର୍ଥାତ୍ ୧୫ କିଲୋମିଟର ଦୂରରେ ରହିଛି । ଆଜି ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ସୂଚନାନୁଯାୟୀ , ଆଇଏସଆରଓ ମୁଖ୍ୟ କହିଛନ୍ତି ଯେ ଏହା L1 ପଏଣ୍ଟରେ ପହଞ୍ଚିବା ପରେ ଆମକୁ ଆଉଥରେ ଇଞ୍ଜିନକୁ ଆରମ୍ଭ କରିବାକୁ ପଡିବ ଯାହା ଏହା ଆଗକୁ ନ ଯାଇ ନିର୍ଦ୍ଦାରିତ ସ୍ଥାନରେ ରହିବ ଏବଂ ଏହାର ଚାରିପାଖରେ ଘୂର୍ଣ୍ଣନ କରିବ ଏବଂ L1 ରେ ରହିବ ।

Related posts

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

mahabharatanews

ମହା ଜନସମ୍ପର୍କ ଯାତ୍ରା: ୧୭ରେ ଢେଙ୍କାନାଳ ଆସିବେ ଶାହ

mahabharatanews

ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

mahabharatanews