ଓଡିଶା

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ୨୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ। ଏ ନେଇ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢେ ୧୦ : ୩୦ ଟାରେ ବସିବ ଏହି ସର୍ବଦଳୀୟ ବୈଠକ। ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

Related posts

ଗୁଣିଗାରେଡି ସନ୍ଦେହରେ ହତ୍ୟା ।

mahabharatanews

କୃଷ୍ଣ ଓ ବଳରାମ ଅବତାର ହୋଇଛନ୍ତି ଠାକୁର, ଦର୍ଶନ କଲେ ଭକ୍ତ…

mahabharatanews

ପ୍ରଚଣ୍ଡ ତାତି : ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି

mahabharatanews