ଓଡିଶା

ଜମୁଛି ପ୍ରସିଦ୍ଧ ଦନ୍ତୋର ଉଡ଼ାଯାତ୍ରା

ବାଲେଶ୍ୱର/ଶରତ ନାୟକ:  ଧୁମଧାମ ରେ ଚାଲିଛି ପ୍ରସିଦ୍ଧ ଦନ୍ତୋର ବଡ଼ପୋଖରୀ ଉଡ଼ାଯାତ୍ରା । ଅନେକ ବର୍ଷ ରୁ ରାଜା ଜମିଦାର ଅମଳରୁ ଏହି ପର୍ବ ପାଳନ ହେଇ ଆସୁଛି। ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ବୈଶାଖ ମାସ ନଅ ଦିନ ରେ ଏହି ପର୍ବ ପାଳିତ ହୋଇଥାଏ କ୍ଷ ଦେହୁରି ପୁଜାରି ମାନେ ନ ଦିନଯାକ ବହୁ ନିଷ୍ଟାର ସହ ଅରୁଆ ଅନ୍ନ ଭୋଗ ଖାଇରହିଥାନ୍ତି। ଏହି ପର୍ବ ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତରେ ଏହି ଉଡ଼ା ପର୍ବ ପାଳିତ ହେଉଥିବା ବେଳେ ପାଞ୍ଚ ସହ ବର୍ଷର ଏହି ପୁରୁଣା ପରମ୍ପରା ଧାର୍ମିକ ଭାବନା ସହିତ ଜଡିତ ରହି କ୍ଷ ଏହି ପର୍ବ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ କ୍ଷ ଚଟ ପଟି ଦୁକାନ ଠୁଁ ଆରମ୍ଭ କରି ବିଭିନ୍ନ ଷ୍ଟଲ୍ ମାନେ ଆସିଥାନ୍ତି। ଦୁକାନି ମାନେ ବେଶ୍ ଦିପଇସା ଲାଭମଧ୍ୟ କରିଥାନ୍ତି। ପୋଲିସ ପ୍ରଶାସର ବେବସ୍ତା ମଧ୍ୟ କଡା କଡ଼ି ରହିଥାଏ।

Related posts

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

 ୫ରେ ପାଗ ମେଘୁଆ 

mahabharatanews

ଅପହରଣ ପରେ ହତ୍ୟା , ଜଣଙ୍କୁ ଗିରଫ କରିଛି ପୋଲିସ

mahabharatanews