ଓଡିଶା

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, ୪ ତାରିଖରେ ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୪ ତାରିଖରେ ହେବାକୁ ଥିବା ଓଡ଼ିଶା ଗସ୍ତ ବାତିଲ ହୋଇଛି। ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଅମିତ ଶାହ ତାଙ୍କ ଗସ୍ତ ସମୟରେ ଇଥାନଲ ପ୍ରକଳ୍ପ ସମେତ ଅନ୍ୟ କିଛି ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବ୍ୟସ୍ତତା ଯୋଗୁଁ ଏହି ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି।

Amit Shah lauds cabinet nod on railway connectivity, high-speed corridor

ପ୍ରଦୀପ ପୁରୋହିତ କହିଛନ୍ତି, ଅମିତ ଶାହ ପରବର୍ତ୍ତୀ ସମୟରେ ଓଡ଼ିଶା ଆସି ସେହି ସମସ୍ତ ପ୍ରକଳ୍ପର ଲୋକାର୍ପଣ କରିବେ। ତେବେ ତାଙ୍କ ପରବର୍ତ୍ତୀ ଗସ୍ତର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

Related posts

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

mahabharatanews

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

mahabharatanews

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews