ମନୋରଞ୍ଜନ

ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ ଆର୍ଯ୍ୟନ୍ ଖାନ

(ମୁମ୍ବାଇ) : ଅମ୍ବାନୀ କଲଚୁରାଲ କାର୍ଯ୍ୟକ୍ରମ ପରେ ନିଜର ଭଲ ଆଚାର ହେତୁ ନିଆରା ଅନ୍ଦାଜରେ ଦର୍ଶକଙ୍କ ମନ ମୋହୁଛନ୍ତି କିଙ୍ଗ ଖାନ ଙ୍କ ପୁଅ  ଆର୍ଯ୍ୟନ୍ ଖାନ  । ନିକଟରେ ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ଏକ ବିଜ୍ଞାପନରେ କିଙ୍ଗ୍ ଖାନଙ୍କୁ ଦେଖିବା ପାଇଁ ମିଳିଥିଲା । ତେବେ ବର୍ତ୍ତମାନ ଆର୍ଯ୍ୟନ ଖାନ ବଲିଉଡରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।

ଖବରନୁଯାୟୀ , ଯୁବ ନିର୍ମାତା ଆର୍ଯ୍ୟନ ଖାନ ନେଟଫ୍ଲିକ୍ସରେ ଏକ ୱେବ୍ ଶୋ’ର ନିର୍ଦ୍ଦେଶନା ଦେବେ । ‘ଷ୍ଟାରଡମ୍’ ନାମକ ଏକ ୱେବ୍ ସିରିଜରେ ସହ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ଆର୍ଯ୍ୟନ୍ ଖାନ । ଜମ୍ମୁ-କଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଡିସେମ୍ବର ୨୦୨୨ରେ ଆର୍ଯ୍ୟନ ଖାନ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରୁଛନ୍ତି ବୋଲି ସୂଚନା ଦେଇଥିଲେ ।

ତେବେ ଫ୍ୟାନ୍ସ ଆର୍ଯ୍ୟନ ଖାନଙ୍କ ୱେବ୍ ସିରିଜ୍ ଦେଖିବା ପାଇଁ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି । ଆର୍ଯ୍ୟନଙ୍କ ନୂଆ କାର୍ଯ୍ୟ ପାଇଁ ତାଙ୍କୁ ମା’ଗୌରୀ ଖାନ, ଶାହାରୁଖ ଖାନ, ଭଉଣୀ ସୁହାନା ଖାନଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Related posts

୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହେଲା ଫିଲ୍ମ ‘ଜୱାନ’

mahabharatanews

ଭାଇଙ୍କ ପାର୍ଟିକୁ ୫ କୋଟି ଟଙ୍କା ଦେଲେ ସୁପରଷ୍ଟାର ଚିରଞ୍ଜୀବୀ

mahabharatanews

ଆରପାରିରେ ପ୍ରସିଦ୍ଧ ଅଭିନେତ୍ରୀ ସୀମା ଦେଓ

mahabharatanews