ମନୋରଞ୍ଜନ

୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହେଲା ଫିଲ୍ମ ‘ଜୱାନ’

(ମୁମ୍ବାଇ) : ଶାହରୁଖ ଖାନଙ୍କ ଫିଲ୍ମ ଯବାନ ପ୍ରଥମ ଦିନରୁ ଫ୍ୟାନ୍ସଙ୍କ ମନ ଜିଣିବାରେ ସଫଳ ହୋଇଛି । କିଙ୍ଗ୍ ଖାନଙ୍କ ସିନେମା ‘ଜୱାନ’ ପ୍ରତିଦିନ ଅନେକ ରେକର୍ଡ ବ୍ରେକ୍ କରିବାରେ ଲାଗିଛି । ତେବେ ୧୩ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହୋଇଛି ଏହି ସୁପରହିଟ୍ ଚଳଚ୍ଚିତ୍ର ।

ସୂଚନାନୁଯାୟୀ, ‘ଜୱାନରେ’ ଉଭୟ ଶାହାରୁଖ ଖାନଙ୍କ ଅଭିନୟ ଏବଂ ରୋମାନ୍ସ ଅତୁଳନୀୟ । ଏଥର ମଧ୍ୟ କିଙ୍ଗ୍ ଖାନ ତାଙ୍କ ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ନିଜ ଦିୱାନା ବନାଇବାରେ ସଫଳ ହୋଇଛନ୍ତି । ଅଭିନେତା ସିନେମାରେ ପିତା ବିକ୍ରମ ରାଠୋର ଏବଂ ପୁଅ ଆଜାଦଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି ।

 

Related posts

ମାଧୁରୀ ଦୀକ୍ଷିତ ‘ସ୍ୱତନ୍ତ୍ର ପରିଚୟ ସୃଷ୍ଟି ‘ ପାଇଁ ପୁରସ୍କୃତ

mahabharatanews

 OTTରେ ‘ଶୈତାନ’

mahabharatanews

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

mahabharatanews