ମନୋରଞ୍ଜନ

ଖୁବଶୀଘ୍ର ଆସୁଛି ୱେବ୍ ସିରିଜ୍ ଅସୁର -୩  

(ମୁମ୍ବାଇ)  : ଖୁବଶୀଘ୍ର ଆସୁଛି ୱେବ୍ ସିରିଜ୍ ଅସୁର -୩  । ଦର୍ଶକଙ୍କୁ  ‘ଅସୁର’ ର ଦ୍ୱିତୀୟ ସିଜନ୍ ମଧ୍ୟ ପସନ୍ଦ ଆସୁଥିଲା ।  ଖାସ କରି ଅର୍ଶଦ ୱାର୍ସିଙ୍କ ଅଭିନୟକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ।  ଅଭିନେତା ନିଜ ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଦର୍ଶକମାନେ ଦୀର୍ଘ ସମୟ ଧରି ଏହି ସିରିଜ୍ ପାଇଁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଅସୁରା-୨ ଦେଖିବା ପରେ ଅସୁର -୩ର ଅପେକ୍ଷାରେ ଅଛନ୍ତି ।

ଅର୍ଶଦ ୱାର୍ସି ସୂଚନା ଦେଇ କହିଛନ୍ତି ଯେ, ଯେତେବେଳେ ସେ ଅସୁର ପାର୍ଟ ୱାନର ଶୁଟିଂ କରୁଥିଲେ ସେତେବେଳେ ସେ ଏହାର ପାର୍ଟ-୨ ବିଷୟରେ ଚିନ୍ତା କରିନଥିଲେ   ହେଲେ ଫିଲ୍ମ ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖି ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅସୁର ସିଜନ ୨କୁ ମିଳୁଥିବା ଜବରଦସ୍ତ ପ୍ରତିକ୍ରିୟା ଦେଖି ଅଭିନେତା ଅର୍ଶଦ ୱାର୍ସି କହିଛନ୍ତି, ‘ମୁଁ ଚାହୁଁଥିଲି ଯେ ଲୋକମାନେ ଏହାକୁ ପସନ୍ଦ କରନ୍ତୁ। କେବଳ ମୁଁ ନୁହେଁ, ପୁରା କାଷ୍ଟ ଚାହୁଁଥିଲା ଏହା ହିଟ୍ ହେଉ  ।

Related posts

ଇଟାଲୀରେ ହେବ ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରି-ୱେଣ୍ତିଂ

mahabharatanews

ନିଜ ପ୍ରଶଂସକଙ୍କୁ ଚାପୁଡ଼ା ମାରି ସଫେଇ ଦେଲେ ନାନା ପାଟେକର

mahabharatanews

 ୨୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’

mahabharatanews