ଓଡିଶା

ଖଲ୍ଲିକୋଟରେ ରାଜନୈତିକ ହିଂସା; ୮ ଗୁରୁତର

(ଖଲ୍ଲିକୋଟ) : ଖଲ୍ଲିକୋଟରେ ରାଜନୈତିକ ହିଂସା । ବିଜେପି ଓ ବିଜେଡି କର୍ମୀ ହଣାହଣି ହୋଇଛନ୍ତି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୮ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

Related posts

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

ସ୍ୱଂୟ ସାହାୟକ ଗୋଷ୍ଠୀର କରୋନା ସଚେତନତା କାର୍ଯ୍ୟ

mahabharatanews

ଭଦ୍ରକରେ ଫସିଥିବା ଶ୍ରମିକଙ୍କ ପାଇଁ ଜାରିହେଲା ହଲପ୍ ଲାଇନ ନଂ

mahabharatanews