ଖେଳ

‘ଟ୍ରଫି’ ଉପରେ ଗୋଡ଼ ରଖିବା ନିନ୍ଦନୀୟ

(ଦିଲ୍ଲୀ) :  ‘ବିଶ୍ବକପ୍‌ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି  ।

ସୂଚନାନୁଯାୟୀ ,  ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଥିଲେ। ସେଠାରୁ ଏହି ଫଟୋ ସେୟାର୍‌ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ ଯାଇଛି। ରବିବାର ଦିନ ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପ୍ରାୟୋଜକ ଦେଶ ଭାରତ ବିପକ୍ଷରେ ‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌’ ମ୍ୟାଚ୍‌ରେ ବିଜୟୀ ହୋଇ ‘ବିଶ୍ବକପ୍‌ ଟ୍ରଫି’ ଗ୍ରହଣ କରିବାର କିଛି ସମୟ ପରେ ଏହି ଫଟୋଟି ଉଠାଯାଇଥିଲା। ଜଣାପଡୁଛି ।

Related posts

କ୍ରିକେଟ ଦୂନିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବାପ-ପୁଅ ଯୋଡ଼ି

mahabharatanews

ଏସିଆ କପ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

mahabharatanews

୧୦୦ ବର୍ଷରେ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ

mahabharatanews