ଓଡିଶା

ଯକ୍ଷ୍ମା ରୁ କିଭଳି ମୁକ୍ତି ପାଇବେ ତାହାର ସଚେତନତା…

ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ। ଲୋକ ମାନଙ୍କୁ ଏହି ରୋଗ ରୁ କିଭଳି ମୁକ୍ତି ପାଇବେ ଏବଂ ଏହି ରୋଗ କିଭଳି ମଣିଷକୁ ଆକ୍ରମିତ ହେବନାହିଁ, ତାହାର ସଚେତନତା ଏବ ସତର୍କତା ପାଇଁ ଆଜି ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ସେହିଭଳି କଟକ ଜିଲ୍ଲା ସାଲେପୁର ବ୍ଲକ ସ୍ଥିତ ବିଦ୍ୟା ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ କଲେଜ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆଓ୍ୟାରନେସ୍ ବା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। କିଭଳି ମାରାତ୍ମକ ଯକ୍ଷ୍ମା ରୋଗ ଠାରୁ ଜଣେ ମଣିଷ କିଭଳି ସୁରକ୍ଷା ରହିବ ଏବଂ ଏହି ରୋଗରେ ଆକ୍ରମିତ ହୋଇଥିବା ରୋଗୀଙ୍କୁ କିଭଳି ତ୍ୱରିତ ଆରୋଗ୍ୟ କରାଯିବ,ସେ ବାବଦରେ ଆଲୋଚନା ଏବଂ ସଚେତନତା ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Related posts

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡା

mahabharatanews

ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

mahabharatanews