ଓଡିଶା

 ମହାପ୍ରଭୁଙ୍କର ବଡ଼ମହାସ୍ନାନ

(ପୁରୀ) : ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ହେଲା ବଡ଼ମହାସ୍ନାନ। ମଙ୍ଗଳାଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ।

ସୂଚନାନୁଯାୟୀ , ଭିତରକାଠ ନିକଟ ଧୁକୁଡ଼ି ଦ୍ୱାର ନିକଟରେ ଜଣେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଫଳରେ ମଙ୍ଗଳାଳତୀ ପୂର୍ବରୁ ନିତି ଅଟକିଥିବା ଜଣାପଡ଼ିଛି। ମଙ୍ଗଳାଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ।ମହାପ୍ରଭୁଙ୍କ ବଗ ମହାସ୍ନାନ ହେବା ପରେ ନିତି ଆଗକୁ ବଢିବ ବୋଲି ଜଣାପଡ଼ିଛି।

Related posts

ବେହାଲ ସ୍ମର୍ଟ ସିଟି: ଦାୟୀ ଅଳସୁଆମୀ ନା ଉଦାସୀନତା

mahabharatanews

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍,୨୦ ଗୁରୁତର

mahabharatanews

ଅଚାନକ ଓଲଟି ପଡିଲା  ଟାଟା ଏସି , ୨୦ ଶ୍ରମିକ ଆହତ 

mahabharatanews