ମନୋରଞ୍ଜନ

 ମାର୍ଚ୍ଚରୁ ଆରମ୍ଭ ହେବ ଭୁଲ ଭୁଲୈୟା’-୩ର ସୁଟିଂ

(ମୁମ୍ବାଇ) : ଖୁବଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି ଭୁଲ ଭୁଲୈୟା’-୩ । ମାର୍ଚ୍ଚମାସରୁ ସିନେମା ସୁଟିଂ ଆରମ୍ଭ ହୋଇଯିବ। ଅର୍ଥାତ ଚଳିତ ବର୍ଷ ଦର୍ଶକ ଏହି ସିନେମାକୁ ଦେଖିବାକୁ ପାଇବେ। ୨୦୦୭ରେ ମୁକ୍ତିଲାଭ କରିଥିବା ‘ଭୁଲ ଭୁଲୈୟା’ ଫିଲ୍ମଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା । ଏହାପରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ ୨୦୨୨ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇ ଧମାଲ କରିଥିଲା।

ସୂଚନାନୁଯାୟୀ , ଏହି ସିନେମାରରେ କାର୍ତ୍ତିକ ଆର୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଅନିସ୍ ନଜମି ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ, ଭୁଷଣ କୁମାର ଓ ମୁରାଦ ଖେତାନି ଦେଇଥିଲେ ।

Related posts

ଭଗବାନ ରାମଙ୍କ ପରେ  ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ

mahabharatanews

ବେଟିଂ ଆପ୍ ମାମଲା; ଯୋଡିହେଲା ଭାରତୀ ସିଂହଙ୍କ ନାଁ 

mahabharatanews

ଆସୁଛି ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ 

mahabharatanews