ଓଡିଶା

୨୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

(ଭୁବନେଶ୍ୱର) : ସେପ୍ଟେମ୍ବର ୨୨ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ତେବେ ୨୨ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ ଦଳର ରଣନୀତି କଣ ରହିବ ସେ ନେଇ ବିଜେଡି ବିଧାୟକ ଦଳ ବୈଠକରେ ଆଲୋଚନା ହେବ ।

ସୂଚନାନୁଯାୟୀ , ଏହା ସହ ସେହିଦିନ ଅର୍ଥାତ୍ ୨୨  ସେପ୍ଟେମ୍ବରରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ .୩୦  ମିନିଟରେ ହେବ ବାଚସ୍ପତି ନିର୍ବାଚନ । ଏହା ପରେ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ ।

Related posts

୬ ଦଫା ଦାବି ନେଇ ଫନି କ୍ଷତିଗସ୍ତ ଅସହାୟ ପୀଡ଼ିତଙ୍କ ଧାରଣା

mahabharatanews

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ

mahabharatanews

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ

mahabharatanews