ଓଡିଶା

ସମୀରଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ନିଯୁକ୍ତି 

(ଭୁବନେଶ୍ୱର) : ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।

ସୂଚନାନୁଯାୟୀ , ଦଳର ମିଡିଆ ସେଲକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ତାଙ୍କୁ କାକଟପୁର, ନିମାପଡା, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନର ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ୱ ବିଶେଷ ଭାବେ ପ୍ରଦାନ କରାଯାଇଛି।

Related posts

ପ୍ରବଳ ବର୍ଷା ସମ୍ଭାବନା: ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

mahabharatanews

ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ଓଲଟିଲା ଯାତ୍ରୀବାହୀ ବସ୍

mahabharatanews

ଆଜି ଶ୍ରମିକ ଦିବସ, ବାରଦୁଣ୍ଡି ସୁଣ୍ଡି ପିଣ୍ଡା ହେଉଛନ୍ତି ଶ୍ରମିକ

mahabharatanews