ଓଡିଶା

ବନ୍ତଳା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ବନ୍ତଳାଠାରେ ମା’କଳାପାଟ ଯୁବକ ସଂଘ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରକ୍ତଦାତା ଓ ସହଯୋଗୀ ମାନଙ୍କୁ ୨୦୦ରୁ ଉଦ୍ଧ୍ୱର୍ ମାସ୍କ ବଣ୍ଟନ କରାଯାଇଥିଲା । ରକ୍ତଦାନ ଶିବିରରେ ଯୋଗ ଦେବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରାଯାଇଥିଲା । ଉକ୍ତ ଶିବିରରେ ସମୁଦାୟ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାଯାଇଛି ।

Related posts

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

mahabharatanews

ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

mahabharatanews

କୃଷକ ଓ ଶ୍ରମିକ ବିରୋଧୀ ନୀତିର ପ୍ରତିବାଦ

mahabharatanews