ମନୋରଞ୍ଜନ

ରିଲିଜ ହେଲା ‘Bloody Daddy’ର ଟ୍ରେଲର

(ମୁମ୍ବାଇ) :  ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘Bloody Daddy’ର ଟ୍ରେଲର  ୨୪ ମେ’ରେ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର ଦେଖିବା ପରେ ଲୋକମାନଙ୍କର ଜବରଦସ୍ତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ସମସ୍ତେ ଏବେ ସାହିଦଙ୍କୁ ‘ଦେଶୀ ଜନ୍ ଭିକ୍’ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।

ସୂଚନାନୁଯାୟୀ , ଡ୍ରଗ୍ସ ଏବଂ ଡ୍ରଗ୍ସର ବେଆଇନ କାରବାରକୁ ନେଇ ଚଳଚ୍ଚିତ୍ରର କାକାଣୀ ଗତିଶିଳ । ଟ୍ରେଲରରେ ସାହିଦ କପୁର ସୁଟ-ବୁଟରେ ଏଣ୍ଟ୍ରି କରୁଛନ୍ତି ଏବଂ ଲୋକଙ୍କୁ ମାରିବା ଆରମ୍ଭ କରିଦେଉଛନ୍ତି । ଏହା ପରେ ରୋନିତ୍ ରୟ ଏବଂ ସଞ୍ଜୟ କପୁରଙ୍କ ଝଲକ ଦେଖିବାକୁ ମିଳିଛି । ଉଭୟଙ୍କୁ ଏହି ସିନେମାରେ ଭିଲେନ୍ ଭୂମିକାରେ ଦେଖିବା ପାଇଁ ମିଳିବ ।

Related posts

‘ଶାହରୁଖ ବଲିଉଡକୁ ନଷ୍ଟ କରି ଦେଇଛନ୍ତି’:ବିବେକ ଅଗ୍ନିହ୍ରୋତୀ 

mahabharatanews

ସେପ୍ଟମ୍ବର ୨୮ରେ ରିଲିଜ୍‌ ହେବ ପ୍ରଭାସଙ୍କ ଫିଲ୍ମ ସାଲାର୍‌’

mahabharatanews

ରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍

mahabharatanews