ମନୋରଞ୍ଜନ

ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

(ମୁମ୍ବାଇ) :  ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଏହି ପୁରସ୍କାର ଏ ନେଇ ଘୋଷଣା ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।

ସୂଚନାନୁଯାୟୀ , ବଲିଉଡର କିମ୍ବଦନ୍ତୀ ୱାହିଦା ରେହମାନ ୨୦୨୧ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇବେ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ୱାହିଦା ରେହମାନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ କଳାକାର ଭାବରେ କାର୍ଯ୍ୟ କରିଛନ୍ତି। ସେ ସାଉଥ୍ ସିନେମା ଫିଲ୍ମ ‘ରୋଜୁଲୁ ମରାଇ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଦକ୍ଷ ଅଭିନୟ ସହିତ ପ୍ରଶଂସକଙ୍କୁ ନିଜର କରି ପାରିଥିଲେ ।

Related posts

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

mahabharatanews

ଡିପ୍‌ଫେକ୍‌ ଭିଡିଓ ମାମଲାର ଶିକାର ହେଲେ ଅଭିନେତ୍ରୀ ଆଲିଆ  

mahabharatanews

ଆଖି ବୁଜିଲେ ଆୟୁଷ୍ମାନ ଖୁରାନାଙ୍କ ବାପା,ଆଜି ଅନ୍ତିମସଂସ୍କାର

mahabharatanews