ମନୋରଞ୍ଜନ

ଷ୍ଟେଜରେ ଟଳିପଡିଲେ ୩୦ ବର୍ଷୀୟ ସିଙ୍ଗର

(ବ୍ରାଜିଲ) :  ଷ୍ଟେଜରେ ଗୀତ ଗାଉ ଗାଉ ଦର୍ଶକଙ୍କର ସାମ୍ନାରେ ଟଳିପଡିଲେ ବ୍ରାଜିଲ୍ ସିଙ୍ଗର୍ ପେଡ୍ରୋ ହେନରିକ । ତେବେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ରାଜିଲର ଗାୟକ ବୁଧବାର ଦିନ ଏକ ଷ୍ଟେଜରେ ପଫର୍ମ କରିବା ସମୟରେ ହଠାତ୍ ବେହୋସ ହୋଇ ତଳେ ପଡିଯାଇଥିଲେ ।

ସୂଚନାନୁଯାୟୀ , ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ । ମଞ୍ଚରେ ଲାଇଭ୍ ସୋ ଚାଲୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୩୦ ର୍ଷ ବୟସ ହୋଇଥିଲା। କୁହାଯାଉଛି ଯେ ଏପରି ଦୁଃଖଦ ଘଟଣା ଘଟିବାବେଳେ ପେଡ୍ରୋ ହେନରିକ ତାଙ୍କର ହିଟ୍ ଗୀତ ଗାଉଥିଲେ । ଯାହା ଉତ୍ତର-ପୂର୍ବ ବ୍ରାଜିଲର ଫିରା ଡି ସାଣ୍ଟାନା ସହରର ଏକ କନ୍ସର୍ଟ ହଲରୁ ଅନଲାଇନରେ ପ୍ରସାରିତ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହୃତଘାତ ଯୋଗୁଁ ହେନରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଡାକ୍ତର ।

Related posts

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews

ଫିଲ୍ମ ‘ଫାଇଟର୍’ର ଟିଜର ରିଲିଜ  

mahabharatanews

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦେଶକ ଅଶୋକ ଶର୍ମା

mahabharatanews