ଭାରତଆସନ୍ତା ଦୀପାବଳିକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀmahabharatanewsSeptember 15, 2021 by mahabharatanewsSeptember 15, 20210174 ନୂଆଦିଲ୍ଲୀ: ଦୀପାବଳିକୁ ଆହୁରି ଦେଢ ମାସ ବାକି ଥିବା ବେଳେ ଏବେଠାରୁ ଏହାକୁ ନେଇ ଗାଇଡଲାଇନ ଜରି କରାଯାଇଛି । କୋରୋନା ସଂକ୍ରମଣକୁ ନଜରରରେ ରଖି ଚଳିତ ବର୍ଷ ଦୀପାବଳି ପାଇଁ ଘୋଷଣା କରିଛନ୍ତି...
ଭାରତସୋଆ ପ୍ରଫେସରଙ୍କୁ ଭିଡିଗୁଡ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତmahabharatanewsSeptember 14, 2021 by mahabharatanewsSeptember 14, 20210194 (ଭୁବନେଶ୍ୱର): ବିଶିଷ୍ଟ ଗବେଷକ ତଥା ସୋଆ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସରର ଲାଲା ବିହାରୀ ଶୁକ୍ଲାଙ୍କୁ ଇଞ୍ଜିନିଆରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ...
ଭାରତବ୍ରଶ କରିବା ପରେ ଚାଲିଗଲା ଜୀବନmahabharatanewsSeptember 14, 2021 by mahabharatanewsSeptember 14, 20210221 (ମୁମ୍ବାଇ) ; ଟିକିଏ ଭୁଲ ପାଇଁ ଚାଲିଗଲା ଜିବନ । ଆମେ ସମସ୍ତେ ସକାଳୁ ଉଠିବା ସହ ନିତ୍ୟ କର୍ମ ସବୁ ସାରୁ ଆଉ ବ୍ରଶ ମଧ୍ୟ କରିଥାଉ । ଥରେ ଭାବିଲେ ବ୍ରଶ...
ଭାରତଟପ୍ପର ଭାଇ-ଭଉଣୀmahabharatanewsSeptember 14, 2021 by mahabharatanewsSeptember 14, 20210218 (ରିପୋଟର୍ସ ଟୁଡେ): ଟପ୍ପର ଭାଇ-ଭଉଣୀ । ସିଏ ଫାଇନାଲ ପରୀକ୍ଷାରେ ଉଭୟ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ୧ ନମ୍ବର ସ୍ଥାନରେ ଥିବା ବେଳେ ଭାଇ ୧୮ତମ ରାଙ୍କ ହାସଲ...
ଭାରତନଦୀରେ ଡଙ୍ଗା ଓଲଟି ୧୧ ମୃତmahabharatanewsSeptember 14, 2021 by mahabharatanewsSeptember 14, 20210217 (ଅମରାବତୀ) ; ଅମରାବତୀରେ ଥିବା ଓ୍ବାର୍ଦ୍ଧା ନଦୀରେ ଏକ ବଡ ଦୁର୍ଘଟଣା ଘଟିଛି । ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଅମରାବତୀର...
ଅପରାଧଭାରତmahabharatanewsSeptember 14, 2021 by mahabharatanewsSeptember 14, 20210187 ବାପା ସାଜିଲା ରାକ୍ଷାସ (ବେଙ୍ଗାଲୁର) ; ନିଜର ୧୦ ବର୍ଷର ପୁଅକୁ ହତ୍ୟା କଲା ବାପା , ଆଉ ସାଥ୍ ଦେଇଥିଲେ ସ୍ତ୍ରି ଏବଂ ଗଲଫ୍ରେଣ୍ଡ । ଏମିତି ଏକ ଅମାନୁଷିକ ଘଟଣା ଦେଖିବାକୁ...
ଭାରତଆରପାରିରେ ମାଲାୟାଲମ୍ ଅଭିନେତାmahabharatanewsSeptember 14, 2021 by mahabharatanewsSeptember 14, 20210200 (ମୁମ୍ବାଇ): ବି-ଟାଉନ୍ ରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପ୍ରଥମେ ସିଦ୍ଧାର୍ଥ ଶୁକ୍ଲା ପରେ ଅକ୍ଷୟ କୁମାରଙ୍କ ମା’ ଆଉ ଏବେ ଆଉ ଜଣେ ତାରାକା ଦୁନିଆକୁ ବିଦାଇ...