ଓଡିଶା

ସ୍ନାନ ବେଳେ ନାବାଳକଙ୍କୁ ମଝି ସମୁଦ୍ରକୁ ଟାଣି ନେଲା ଉଚ୍ଚ ଜୁଆର

ପୁଣି ସମୁଦ୍ରରେ ଅଘଟଣ । ସ୍ନାନ ବେଳେ ନାବାଳକଙ୍କୁ ମଝି ସମୁଦ୍ରକୁ ଟାଣି ନେଲା ଉଚ୍ଚ ଜୁଆର । ଜେଟ ସ୍କି ରେ ଯାଇ ଲାଇଫ ଗାର୍ଡ ବଞ୍ଚାଇଲେ ଜୀବନ। ସେକ୍ଟର ୩,୪ ସମୁଦ୍ରରେ ଅଘଟଣ ଘଟିଥିବା ସୂଚନା । ଗତକାଲି ଅପରାହ୍ନ ୪ ଟା ସମୟରେ ଜି ମାନିକ୍ୟମ ଓ ଏ ମାଧବ ରାଓ ଜେଟ ସ୍କି ଯୋଗେ ନାବାଳକର ଜୀବନ ବଞ୍ଚାଇଛନ୍ତି। ନାବାଳକ ଜଣଙ୍କ ଖୋର୍ଦ୍ଧାର ଅଟନ୍ତି ।

Related posts

 ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ନାହିଁ 

mahabharatanews

ନେତାଜୀ ଜୟନ୍ତୀ ଅବସରରେ ହସ୍ତାକ୍ଷର ପ୍ରତିଯୋଗିତା

mahabharatanews

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews