ଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି
(ହାଇଦ୍ରାବାଦ): ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନ ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ମାଙ୍କଡ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି । ଉକ୍ତ...
