ବିଶେଷବିଶ୍ୱନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁmahabharatanewsAugust 3, 2022 by mahabharatanewsAugust 3, 20220170 ତାଇୱାନ: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତରେ ଚୀନ୍ ଚକିତ ହୋଇଯାଇଛି। ପେଲୋସି ତାଇୱାନ ସଂସଦକୁ କିଛି ଘଣ୍ଟା ପରେ ସମ୍ବୋଧିତ କରିଥିଲେ ଯାହା ପରେ ଡ୍ରାଗନର ବୁଲିବାର ପ୍ରମାଣ ମିଳିଥିଲା।...
ଓଡିଶାବିଶେଷଭାରତତମ୍ବାଖୁ ବର୍ଜନ ଦିବସ ; କ୍ୟାନସରରେ ଯାଉଛି ହଜାର ହଜାର ଜୀବନmahabharatanewsMay 31, 2022May 31, 2022 by mahabharatanewsMay 31, 2022May 31, 20220174 (ବ୍ୟରୋ) : ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ । ତମ୍ବାଖୁ ସେବନ ଫଳରେ ବିଶ୍ବରେ ବ୍ୟାପକ ଭାବରେ କ୍ୟାନସର ଭଳି ଦୂରାରୋଗ୍ୟ ବ୍ୟାପୁଛି। ମାଉଥ୍ କ୍ୟାନସର ଯୋଗୁଁ ଲକ୍ଷ ଲକ୍ଷ ଲୋକ କଷ୍ଟ ଯନ୍ତ୍ରଣାରେ...
ବିଶେଷଭାରତଭାରତର ଏକ ଏପରି ସ୍ଥାନ ଯେଉଁଠାରେ ଭାରତୀୟ ସମ୍ବିଧାନ ଲାଗୁ ହୁଏନାହିଁ ; ଜଣାନ୍ତୁ କେଉଁଠି ଅଛି ତାହାmahabharatanewsApril 2, 2022 by mahabharatanewsApril 2, 20220176 ମଲାଣା : ଆମ ଭାରତ ଦୁନିଆର ସବୁଠାରୁ ବଡ ଗଣତାନ୍ତ୍ରୀକ ଦେଶ ଭାବେ ପରିଚିତ । କିନ୍ତୁ ଆପଣ ଯାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଭାରତର...
ଓଡିଶାବିଶେଷଥଣ୍ଡା ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନmahabharatanewsMarch 31, 2022 by mahabharatanewsMarch 31, 20220360 ଭୁବନେଶ୍ୱର : ଆରମ୍ଭ ହୋଇ ଗଲାଣି ଗ୍ରୀଷ୍ମ ଋତୁ । ଏଭଳି ସମୟରେ ଲୋକ ମାନେ ଥଣ୍ଡା ଜୁସ କି ଥଣ୍ଡା ପାଣି ପିଇବାକୁ ମନବଳାଇ ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଥଣ୍ଡା...
ବିଶେଷବିଶ୍ୱଭାରତଆରମ୍ଭ ହେବାକୁ ଯାଉଛି ମୁସଲିମ୍ ସମ୍ପ୍ରଦାୟର ରମଜାନ ପର୍ବmahabharatanewsMarch 30, 2022 by mahabharatanewsMarch 30, 20220402 ମକ୍କା : ପେଗମ୍ବର ମୁହମ୍ମଦଙ୍କ ଜନ୍ମସ୍ଥାନ ମକ୍କାରେ ଏହାକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଇତିମଧ୍ୟରେ ସାଉଦି ଆରବରେ ଏବେଠାରୁ ରମଜାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରମଜାନକୁ ଦୃଷ୍ଟିରେ ରଖି ସାଉଦି...
ବିଶେଷଭାରତଲାଦଖର ଚୁମ୍ବକୀୟ ପାହାଡ଼mahabharatanewsMarch 29, 2022 by mahabharatanewsMarch 29, 20220295 ଲଦାଖ : କେବେ ଭାବିଛନ୍ତି ଜଦି ଆପଣ ରାତିରେ ନିଜ ଗାଡିକୁ ଗୋଟିଏ ଯାଗାରେ ପାର୍କ କରିଥିବେ କିନ୍ତୁ ସକାଳକୁ ଉଠିବା ବେଳକୁ ତାହା ସେଠାରେ ନ ଥିବ । ତେବେ ଆପଣ କଣ...
ବିଶେଷଭାରତନିଜ ହାତରେ ସାପକୁ ପାଣି ପିଆଇଲେ ବ୍ୟକ୍ତି: ଥରେ ନଜର ପକାନ୍ତୁ ଭିଡ଼ିଓ ଉପରେmahabharatanewsMarch 11, 2022 by mahabharatanewsMarch 11, 20220209 ମୁମ୍ବାଇ: ଗ୍ରୀଷ୍ମ ଋତୁର ଡହଡହ ଖରାରେ ସାରା ପ୍ରାଣୀ ଜଗତ ହନ୍ତସନ୍ତ ହୋଇଥାନ୍ତି । ଏଣୁ ଜଳକୁ ଗ୍ରୀଷ୍ମର ଅମୃତ ଧାରା ବୋଲି ବିବେଚନା କରାଯାଇଥାଏ । ସେ ମଣିଷ ହେଉ କି ଜୀବଜନ୍ତୁ,...
ବିଶେଷଭାରତମହିଳା ଜଣଙ୍କୁ ସମ୍ମାନ ଜଣାଇଲା ମା’ କୁକୁରmahabharatanewsMarch 9, 2022 by mahabharatanewsMarch 9, 20220152 ନୂଆଦିଲ୍ଲୀ: ମଣିଷ କ୍ଷେତ୍ରରେ ହେଉ କିମ୍ବା କୌଣସି ଜୀବଯନ୍ତୁଙ୍କୁ କ୍ଷେତ୍ରରେ ମା ସର୍ବଦା ମା । ଦୁନିଆର ସବୁଠାରୁ ନିଆରା ଶବ୍ଦ ହେଉଛି ମାଆ ଶବ୍ଦ । ମା ର ସ୍ଥାନ କେହି ନେଇ...
ବିଶେଷ୫ ଧନ କୁବେର ୨୦୨୨ରେ ହରାଇଛନ୍ତି ୬୩୫୪ ଅରବ ଟଙ୍କାmahabharatanewsJanuary 25, 2022 by mahabharatanewsJanuary 25, 20220257 ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ସଂଶ୍ଳିଷ୍ଟ ଦୁନିଆର ୫ ଧନ କୁବେରମାନେ ୨୦୨୨ର ପ୍ରଥମ କିଛି ସପ୍ତାହରେ ୮୫.୧ ଅରବ ଡଲାର ବା ୬୩୫୪ ଅରବ ଟଙ୍କା ହରାଇଛନ୍ତି । ଗତ ସପ୍ତାହରେ ବଜାରରେ ଅଧିକ...
ବିଶେଷକେନ୍ଦ୍ରପଡା: ୩ ମାସରେ ୩ଟି ଜୀବନ ନେଲାଣି କୁମ୍ଭୀରmahabharatanewsNovember 4, 2021 by mahabharatanewsNovember 4, 20210149 ଭୁବନେଶ୍ୱର: କୁମ୍ଭୀର ମଣିଷ ଲଢେଇ କେନ୍ଦ୍ରପଡା ଜିଲ୍ଲା ପାଇଁ ଏକ ସାଧାରଣ ଘଟଣା । କେତେବେଳେ ମଣିଷ କୁମ୍ଭୀରର ଶିକାର ହେଉଛି ତ ପୁଣି କେତେବେଳେ କୁମ୍ଭୀର ମଣିଷର । ନଦୀ ନାଳ ଓ...