ବିଶ୍ୱବଢୁଛି ହସ୍ପିଟାଲରେ ଭର୍ତ୍ତି ଶିଶୁଙ୍କ ସଂଖ୍ୟାmahabharatanewsDecember 3, 2021 by mahabharatanewsDecember 3, 20210198 ଜୋହାନ୍ସ ବର୍ଗ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ୫ ବର୍ଷରୁ କମ ବୟସ ବର୍ଗର ଶିଶୁଙ୍କୁ ଅଧିକ ପ୍ରଭାବିତ କରିଛି । ଏହି ବର୍ଗର ଶିଶୁ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ବଢୁଥିବା କହିଛନ୍ତି ଦକ୍ଷିଣ...
ବିଶ୍ୱବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀmahabharatanewsNovember 23, 2021 by mahabharatanewsNovember 23, 20210391 ବୁଲଗେରି: ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ବସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିବା ନିଆଁରେ ଜଳିଗଣେ ୪୫ ଯାତ୍ରୀ । ପଶ୍ଚିମ ବୁଲଗେରିଆର ଉତ୍ତର ମାକେଡୋନିଆର ପ୍ଲେଟ ଯାଉଥିବା ଏକ...
ବିଶ୍ୱୟୁସର ପ୍ରଥମ କୃଷ୍ଣକାୟ ଷ୍ଟେଟ ସେକ୍ରେଟେରୀଙ୍କ ମୃତ୍ୟୁmahabharatanewsOctober 18, 2021 by mahabharatanewsOctober 18, 20210214 ନୂଆଦିଲ୍ଲୀ: ୟୁଏସ ଷ୍ଟେଟ ସେକ୍ରେଟାରୀ ଜେନେରାଲ କଲିନ ପାୱେଲଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । ସେ କୋଭିଡ ଆକ୍ରାନ୍ତ ହୋଇ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ...
ବିଶ୍ୱ୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ ଟ୍ରମ୍ପଙ୍କ ନାମmahabharatanewsOctober 6, 2021 by mahabharatanewsOctober 6, 20210255 ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ । ୨୫ ବର୍ଷରେ ପ୍ରଥମ ଥର ପାଇଁ ଏପରି ହୋଇଛି ।...
ବିଶ୍ୱନିଜକୁ ପ୍ରଫେଟ କହି ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ ମହିଳାmahabharatanewsSeptember 29, 2021 by mahabharatanewsSeptember 29, 20210300 ଇସଲାମାବାଦ: ନିଜକୁ ପ୍ରଫେଟ କହିବାରୁ ମହିଳାଙ୍କୁ ମିଳିଲା ଫାଶୀ ଦଣ୍ଡ । ଏହି ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନୀ କୋର୍ଟ ।ଏଥିସହ ପାକିସ୍ତାନ କରେନ୍ସିରେ ୫୦୦୦ ଟଙ୍କା ଜରିମାନା କରାଯାଇଛି।ପାକିସ୍ତାନର ଜଣେ ମହିଳା ଶିକ୍ଷୟିତ୍ରୀ ନିଜକୁ...
ବିଶ୍ୱହାରିସଙ୍କୁ ଭାରତ ଆମନ୍ତ୍ରଣ କଲେ ମୋଦିmahabharatanewsSeptember 24, 2021 by mahabharatanewsSeptember 24, 20210269 ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆମେରିକା ଗସ୍ତରେ ଥିବା ବେଳେ ଆଜି ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ମୋଦି କମଳାଙ୍କ ସହ ସାକ୍ଷାତକାର ସମୟରେ କରୋନା କାଳରେ ଆମେରିକାର ସହଯୋଗ ପାଇଁ ଧନ୍ୟବାଦ କରିଛନ୍ତି...
ବିଶ୍ୱ୨୪ରେ ମୋଦି ବାଇଡେନ ଭେଟଘାଟ: ଆତଙ୍କବାଦ ଉପରେ ହେବ ଆଲୋଚନାmahabharatanewsSeptember 21, 2021 by mahabharatanewsSeptember 21, 20210202 ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୱାଶିଂଟନରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଆତଙ୍କବାଦ ରୋକିବା ତଥା ଆତଙ୍କବାଦ ମୁକାବିଲା ପାଇଁ ଉପାୟ ବିଷୟରେ...
ବିଶ୍ୱବର୍ଗର ଭିତରୁ ବାହାରିଲା କଟା ଆଙ୍ଗୁଠିmahabharatanewsSeptember 17, 2021 by mahabharatanewsSeptember 17, 20210191 (ରିପୋଟର୍ସ ଟୁଡେ) ; ଆଜିକାଲିର ଯୁବ ପିଢି ଫାଷ୍ଟ ଫୁଡ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି । ଆଉ ଘର ଖାଦ୍ୟ ଅପେକ୍ଷା ବାହରାର ଚଟପଟା ଖାଇବାକୁ ପସନ୍ଦ କରିଥିାନ୍ତି ଏହି ଯୁବ ପିଢିମାନେ...
ବିଶ୍ୱମୃତ୍ୟୁର ଚର୍ଚ୍ଚା ଚାଲିଥିବା ବେଳେ, ଅଡିଓ ମେସେଜ ଆସିଲା ମୁଁ ଜୀବିତmahabharatanewsSeptember 14, 2021 by mahabharatanewsSeptember 14, 20210266 (କାବୁଲ): କାବୁଲକୁ ତାଲିବାନ ଦଖଲ କରିବା ପରେ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । କିଛି ଦିନ ତଳେ ପ୍ରଚାର ହୋଇଥିଲା ଯେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ...
ବିଶ୍ୱଭାରତର ଅନୁରୋଧକୁ ରକ୍ଷା କଲା ରୁଷ୍mahabharatanewsSeptember 4, 2020September 25, 2021 by mahabharatanewsSeptember 4, 2020September 25, 20210376 (ମସ୍କୋ): ଭାରତର ଅନୁରୋଧକୁ ରକ୍ଷା କଲା ରୁଷ୍ । ରୁଷ୍ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଚାଲାଣ ନ କରିବା ନୀତି ଜାରି ରଖିବ ବୋଲି ଭାରତକୁ ପ୍ରତିଶ୍ରୁତି ଦେଇଛି । ତେବେ ଗୁରୁବାର ସନ୍ଧ୍ୟାରେ ମସ୍କୋରେ...