ବିଶ୍ୱଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ ବ୍ରିଟେନରେ ଚିନ୍ତା ବଢାଇଛିmahabharatanewsJanuary 24, 2022 by mahabharatanewsJanuary 24, 20220324 ଲଣ୍ଡନ: ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ଏବେ ବ୍ରିଟେନରେ ଚିନ୍ତା ବଢାଇଚି । ଏହି ଭାରିଆଣ୍ଟ ଏବେ ୪୦ ଦେଶକୁ ବ୍ୟାପି ସାରିଲାଣି । କିନ୍ତୁ ଏହି ଭାରିଆଣ୍ଟକୁ ଆରଟିପିସିଆର କିଟ ଠାବ କରି...
ବିଶ୍ୱଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତmahabharatanewsJanuary 20, 2022 by mahabharatanewsJanuary 20, 20220194 ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ହୋଇଛି । ଲାହୋର ଗେଟ ନିକଟ ଅନାରକଲି ବଜାରରେ ଏହି ବିସ୍ଫୋରଣ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି...
ବିଶ୍ୱବ୍ରିଟେନର ପରବର୍ତ୍ତୀ ପ୍ରଧନମନ୍ତ୍ରୀ ହେବେ ଇନଫୋସିସର ପ୍ରତିଷ୍ଠାତାଙ୍କ ଜ୍ୱାଇଁmahabharatanewsJanuary 14, 2022 by mahabharatanewsJanuary 14, 20220217 ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ଆକଳନ କରାଯାଉଛି । ୨୦୨୦ ମସିହା...
ବିଶ୍ୱଚୀନରେ ଭୟଙ୍କର ବିସ୍ଫୋରଣmahabharatanewsJanuary 8, 2022 by mahabharatanewsJanuary 8, 20220228 ବେଜିଂ: ଚୀନରେ ଭୟଙ୍କର ବିସ୍ଫୋରଣ । ଚୀନର ଦକ୍ଷୀଣ ପଶ୍ଚିମ କ୍ଷେତ୍ରରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି...
ବିଶ୍ୱ୪ ମାସରେ ଧୂଳିସାତ୍ ଗଣମାଧ୍ୟମmahabharatanewsDecember 25, 2021 by mahabharatanewsDecember 25, 20210201 କାବୁଲ: ରସାତଳକୁ ଗଲାଣି ଗଣମାଧ୍ୟମ । ୨୦ ବର୍ଷର କଠୋର ପରିଶ୍ରମରେ ଠିଆହୋଇଥିବା ଗଣମାଧ୍ୟମ ଶିଳ୍ପ ମାତ୍ର ୪ ମାସରେ ହରାଇଛି ସତ୍ତା । ହରାଇଛି ସ୍ୱତନ୍ତ୍ରତା । ଗଣମାଧ୍ୟମ ଉପରେ ନାନା କଟକଣା...
ବିଶ୍ୱବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେmahabharatanewsDecember 21, 2021 by mahabharatanewsDecember 21, 20210143 ଫ୍ଲୋରିଡା: ବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେ । କ୍ରୁଜରେ ୪୮ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରେ ୬୦୦୦ ଯାତ୍ରୀ ଥିବା...
ବିଶ୍ୱବଢୁଛି ହସ୍ପିଟାଲରେ ଭର୍ତ୍ତି ଶିଶୁଙ୍କ ସଂଖ୍ୟାmahabharatanewsDecember 3, 2021 by mahabharatanewsDecember 3, 20210169 ଜୋହାନ୍ସ ବର୍ଗ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ୫ ବର୍ଷରୁ କମ ବୟସ ବର୍ଗର ଶିଶୁଙ୍କୁ ଅଧିକ ପ୍ରଭାବିତ କରିଛି । ଏହି ବର୍ଗର ଶିଶୁ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ବଢୁଥିବା କହିଛନ୍ତି ଦକ୍ଷିଣ...
ବିଶ୍ୱବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀmahabharatanewsNovember 23, 2021 by mahabharatanewsNovember 23, 20210350 ବୁଲଗେରି: ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ବସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିବା ନିଆଁରେ ଜଳିଗଣେ ୪୫ ଯାତ୍ରୀ । ପଶ୍ଚିମ ବୁଲଗେରିଆର ଉତ୍ତର ମାକେଡୋନିଆର ପ୍ଲେଟ ଯାଉଥିବା ଏକ...
ବିଶ୍ୱୟୁସର ପ୍ରଥମ କୃଷ୍ଣକାୟ ଷ୍ଟେଟ ସେକ୍ରେଟେରୀଙ୍କ ମୃତ୍ୟୁmahabharatanewsOctober 18, 2021 by mahabharatanewsOctober 18, 20210170 ନୂଆଦିଲ୍ଲୀ: ୟୁଏସ ଷ୍ଟେଟ ସେକ୍ରେଟାରୀ ଜେନେରାଲ କଲିନ ପାୱେଲଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । ସେ କୋଭିଡ ଆକ୍ରାନ୍ତ ହୋଇ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ...
ବିଶ୍ୱ୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ ଟ୍ରମ୍ପଙ୍କ ନାମmahabharatanewsOctober 6, 2021 by mahabharatanewsOctober 6, 20210216 ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ । ୨୫ ବର୍ଷରେ ପ୍ରଥମ ଥର ପାଇଁ ଏପରି ହୋଇଛି ।...