ଭାରତରାଜନୀତିସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତା ସ୍ୱରmahabharatanewsJune 25, 2024June 25, 2024 by mahabharatanewsJune 25, 2024June 25, 2024080 ନୂଆଦିଲ୍ଲୀ: ଆଜି ସଂସଦରେ ଶପଥ ନେଇଛନ୍ତି ଓଡ଼ିଆ ସାଂସଦ । ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତା ସ୍ୱର । ସଂସ୍କୃତ, ସାନ୍ତାଳୀ ଓ ଓଡ଼ିଶା ଭାଷାରେ ଶପନୟଥ ନେଲେ ଓଡ଼ିଶା ସାଂସଦ । ଗତକାଲି...
ଭାରତଅନଶନ ଭାଙ୍ଗିଲେ ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀmahabharatanewsJune 25, 2024 by mahabharatanewsJune 25, 2024089 ନୂଆଦିଲ୍ଲୀ: ଅନଶନ ଭାଙ୍ଗିଲେ ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି । ଆମ ଆଦମୀ ନେତା...
ଭାରତରାଜନୀତିବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥାmahabharatanewsJune 25, 2024 by mahabharatanewsJune 25, 20240146 ନୂଆଦିଲ୍ଲୀ; ଖରାପ ହେଲା ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା । ତାଙ୍କୁ ତୁରନ୍ତ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ...
ଭାରତରାଜନୀତିଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତmahabharatanewsJune 24, 2024 by mahabharatanewsJune 24, 20240107 ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା । ସଂସଦର ଉପର ଗୃହର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି । ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ...
ଭାରତରାଜନୀତିପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦିmahabharatanewsJune 7, 2024 by mahabharatanewsJune 7, 2024095 ନୂଆଦିଲ୍ଲୀ: ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା...
ଭାରତରାଜନୀତିଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସmahabharatanewsJune 5, 2024June 5, 2024 by mahabharatanewsJune 5, 2024June 5, 20240112 ନୂଆଦିଲ୍ଲୀ:ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇ ନାହିଁ ବୋଲି କୁହାଯାଉଛି । ୨୦୧୪ରୁ ୨୦୧୯ ଯାଏ ମୁଖ୍ୟମନ୍ତ୍ରୀ ପଦରେ...
ଭାରତରାଜନୀତିରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦmahabharatanewsJune 5, 2024 by mahabharatanewsJune 5, 20240122 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୁହାଯାଉଛି ଯେ ସେ ରାଷ୍ଟ୍ରପତିଙ୍କ ନିକଟରେ...
ଭାରତଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡmahabharatanewsJune 5, 2024 by mahabharatanewsJune 5, 20240148 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ସେଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ ନିଆଁ ଲାଗିଯାଇଥିବା କୁହାଯାଉଛି । ଏହା ପରେ ଲାଗିଥିବା ନିଆଁକୁ ଲିଭାଇବା...
ଭାରତ୩୦,୨୫୪ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାୱତmahabharatanewsJune 4, 2024 by mahabharatanewsJune 4, 20240126 ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନର ଆସନର ରେ ଚାଲିଛି ଭୋଟ ଗଣତି। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ହିମାଚଳ ପ୍ରଦେଶର ହଟ୍ ସିଟ୍ ମଣ୍ଡି। ମଣ୍ଡି ଆସନରୁ...
ଭାରତପୁଣି ତିହାର ଜେଲରେ କେଜ୍ରିୱାଲmahabharatanewsJune 3, 2024 by mahabharatanewsJune 3, 20240151 (ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ତାଙ୍କର ଅନ୍ତରୀଣ ଜାମିନ ମିଆଦ ଶେଷ ହୋଇଥିବାରୁ କେଜ୍ରିୱାଲ...