ଭାରତଦିଲ୍ଲୀ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟmahabharatanewsDecember 15, 2025 by mahabharatanewsDecember 15, 2025020 ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବିପଜ୍ଜନକ ଭାବରେ ଉଚ୍ଚ ଥିବାରୁ, ସୁପ୍ରିମକୋର୍ଟ ଓକିଲ ଏବଂ ମାମଲା ପ୍ରଦର୍ଶିତମାନଙ୍କୁ ଶାରୀରିକ ଉପସ୍ଥିତିକୁ ସୀମିତ କରିବା ଏବଂ ହାଇବ୍ରିଡ୍ ଏବଂ ଭର୍ଚୁଆଲ୍ ଶୁଣାଣିର ଅଧିକ ବ୍ୟବହାର କରିବାକୁ ଅନୁରୋଧ...
ଭାରତରାଜନୀତିଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେmahabharatanewsDecember 15, 2025 by mahabharatanewsDecember 15, 2025067 ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ । ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସାଧାରଣ ସଭାରେ ଭାଷଣ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ, “ଗତକାଲି...
ଦେଶ ବିଦେଶଭାରତପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର କ୍ଷତିପୂରଣ ଦେଉଛି ଇଣ୍ଡିଗୋmahabharatanewsDecember 13, 2025 by mahabharatanewsDecember 13, 2025020 ଡିସେମ୍ବର 3 ରୁ 5 ତାରିଖ ମଧ୍ୟରେ ବ୍ୟାପକ ବିମାନ ବାଧାପ୍ରାପ୍ତ ହେବା ସମୟରେ ଦୀର୍ଘ ସମୟ ଧରି ଫସି ରହିଥିବା ଯାତ୍ରୀମାନଙ୍କୁ ଇଣ୍ଡିଗୋ 10,000 ଟଙ୍କାର ଯାତ୍ରା ଭାଉଚର ପ୍ରଦାନ କରିବ ବୋଲି...
ଦେଶ ବିଦେଶଭାରତଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶmahabharatanewsDecember 13, 2025 by mahabharatanewsDecember 13, 2025022 ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ବିଷାକ୍ତ ପାଲଟି ଯାଇଛି ଦିଲ୍ଲୀର ବାୟୁ । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟକର ହୋଇପଡିଛି । ଯାହାକୁ ନେଇ...
ଭାରତବିପଦ ସମୟର ବନ୍ଧୁ ହିଁ ହେଉଛନ୍ତି ପ୍ରକୃତ ବନ୍ଧୁmahabharatanewsDecember 12, 2025 by mahabharatanewsDecember 12, 2025017 ବିପଦ ସମୟରେ ସାଥୀ ହୋଇ ଛିଡ଼ା ହେଉଥିବା ବନ୍ଧୁ ହିଁ ହେଉଛି ପ୍ରକୃତ ବନ୍ଧୁ। ଏହାର ଉଦାହରଣ ନିକଟରେ ହାପୁଡ଼ ଜିଲ୍ଲାର ଜଣେ ବ୍ୟବସାୟୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ହାପୁର ଜିଲ୍ଲାର ଜଣେ ବ୍ୟବସାୟୀ...
ଭାରତଦିଲ୍ଲୀରେ ଏବେ ୧୧ ନୁହେଁ ୧୩ ଜିଲ୍ଲାmahabharatanewsDecember 12, 2025 by mahabharatanewsDecember 12, 2025022 ଏବେ ବଦଳିବାକୁ ଯାଉଛି ଦିଲ୍ଲୀର ଅନେକ ଲୋକଙ୍କ ଠିକଣା । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା। ରାଜଧାନୀର 11ଟି ରାଜସ୍ୱ ଜିଲ୍ଲାର 13ଟିରେ...
ଭାରତରାଜନୀତିକେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: 2027 ଜନଗଣନା ପାଇଁ 11,718.24 କୋଟି ଟଙ୍କା ମଞ୍ଜୁର, ଦୁଇଟି ପର୍ଯ୍ୟାୟରେ ଗଣନା କରାଯିବmahabharatanewsDecember 12, 2025 by mahabharatanewsDecember 12, 2025036 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ୨୦୨୭ ଜନଗଣନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୧୧,୭୧୮.୨୪ କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ...
ଭାରତପ୍ରଦୂଷଣରେ ବର୍ଷକୁ ଯାଉଛି ୧୫ଲକ୍ଷ ଜୀବନ, ଲାନ୍ସେଟ ଦେଲା ଚିନ୍ତାଜନକ ତଥ୍ୟmahabharatanewsDecember 11, 2025 by mahabharatanewsDecember 11, 2025019 ବିଶ୍ୱର ପ୍ରତିଷ୍ଠିତ ମେଡିକାଲ୍ ପତ୍ରିକା ‘ଲାନ୍ସେଟ୍’ ଦ୍ୱାରା ପ୍ରକାଶ ପାଇଛି ଚିନ୍ତାଜନକ ରିପୋର୍ଟ । ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଲୋକଙ୍କର ପ୍ରଦୂଷଣଜନିତ ମୃତ୍ୟୁ ହେଉଛି । ଦେଶରେ ମୃତ୍ୟୁର ଏକ ମୁଖ୍ୟ କାରଣ ହେଉଛି...
ଭାରତଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପରେ ଏବେ ଫସିଛନ୍ତି ପୁଅ ଅନମୋଲmahabharatanewsDecember 11, 2025 by mahabharatanewsDecember 11, 2025016 ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜଣାଶୁଣା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ ଦୀର୍ଘ ଦନି ଧରି ନଜର ରଖିଛି ଜାତୀୟ ଯାଂଚ ଏଜେନ୍ସି । ଏସବୁ ଖବର ମଧ୍ୟରେ ଅନୀଲଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ...
ଅପରାଧଦେଶ ବିଦେଶଭାରତଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସmahabharatanewsDecember 11, 2025 by mahabharatanewsDecember 11, 2025020 ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ...