ମନୋରଞ୍ଜନଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି “ଧୁରନ୍ଧର”mahabharatanewsJanuary 5, 2026 by mahabharatanewsJanuary 5, 2026026 ରଣବୀର ସିଂହଙ୍କ ଫିଲ୍ମ “ଧୁରନ୍ଧର” ପୂରା ଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି। ରବିବାର ଫିଲ୍ମର 31ତମ ଦିନ ଥିଲା, ଏବଂ ଲୋକମାନେ ପ୍ରଶ୍ନ କରୁଥିଲେ ଯେ “ଧୁରନ୍ଧର”...
ଖେଳଭାରତମନୋରଞ୍ଜନ୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍mahabharatanewsJanuary 2, 2026 by mahabharatanewsJanuary 2, 2026029 ନୂଆ ବର୍ଷକୁ ବିରାଟ କୋହଲି ତାଙ୍କ ପରିବାର ସହିତ ପାଳନ କରିଛନ୍ତି। କିଙ୍ଗ କୋହଲି ନୂତନ ବର୍ଷକୁ ଦୁବାଇରେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ଏହାର ଫୋଟୋ ଗୁତିକୁ ସେୟାର...
ଭାରତମନୋରଞ୍ଜନନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟରmahabharatanewsJanuary 1, 2026 by mahabharatanewsJanuary 1, 2026034 ନୂଆ ବର୍ଷ ଆରମ୍ଭ ହେବା ସହିତ ଚର୍ଚ୍ଚାରେ ଥିବା ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ପୁଣି ଥରେ ଏକ ନାଟକୀୟ ମୁହୂର୍ତ୍ତ ଘୋଷଣା କରିବା...
ଓଡିଶାମନୋରଞ୍ଜନଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତmahabharatanewsDecember 31, 2025 by mahabharatanewsDecember 31, 2025030 ସୁସ୍ଥ ହେଉଛନ୍ତି କଣ୍ଠଶିଳୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ। ଏହି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରୋଫେସର ଆଶୁତୋଷ ବିଶ୍ଵାସ...
ଦେଶ ବିଦେଶମନୋରଞ୍ଜନବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଜୟ ଓ ରଶ୍ମିକାmahabharatanewsDecember 30, 2025 by mahabharatanewsDecember 30, 2025025 ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଏକାଠି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ। ମାସ ମାସର ନୀରବ ଗୁଜବ ପରେ, ଏହି ଦମ୍ପତିଙ୍କ ବିବାହ ଆଲୋଚନା ଏବେ ପୂର୍ବ ଅପେକ୍ଷା ଅଧିକ...
ଦେଶ ବିଦେଶମନୋରଞ୍ଜନଭାରତ ତାହା କରିଛି ଯାହା ପାକିସ୍ତାନ କରିପାରିଲା ନାହିଁ…mahabharatanewsDecember 28, 2025December 28, 2025 by mahabharatanewsDecember 28, 2025December 28, 2025030 ଆଦିତ୍ୟ ଧରଙ୍କ “ଧୁରନ୍ଧର” ଏକ କାଳ୍ପନିକ କାହାଣୀ ହୋଇପାରେ, କିନ୍ତୁ ଏହା ଏକ ସତ୍ୟ କାହାଣୀ। ଏହି ଫିଲ୍ମଟି ପାକିସ୍ତାନର କରାଚୀର ଲିଆରିରେ ସୁଟିଂ କରାଯାଇଥିଲା । ଯାହାକି ୨୦୦୦ ଦଶକର ପ୍ରାରମ୍ଭରେ କରାଚୀର...
ଓଡିଶାମନୋରଞ୍ଜନଶୀତର କୁହୁଡ଼ିକୁ ପଛରେ ପଛେଇ ଉତ୍ସାହ ଓ ଆନନ୍ଦରେ ପାଳିତ ହେଉଛି ଖ୍ରୀଷ୍ଟଜନ୍ମ ପର୍ବ…mahabharatanewsDecember 28, 2025 by mahabharatanewsDecember 28, 2025029 ଲଷ୍ମୀପୂର ବ୍ଲକ ଅନ୍ତର୍ଗତ କେଲ୍ଲାର ଗ୍ରାମ ଆଜି ଖ୍ରୀଷ୍ଟମାସ ଅବସରରେ ସମ୍ପୂର୍ଣ୍ଣ ଆଲୋକମୟ ଓ ଉତ୍ସବମୟ ରୂପ ଧାରଣ କରିଛି। ପ୍ରବଳ ଶୀତ, ଥଣ୍ଡା କାକର ଓ କୁହୁଡ଼ି ସତ୍ତ୍ୱେ ଗ୍ରାମବାସୀଙ୍କ ଉତ୍ସାହ କେବେ...
ମନୋରଞ୍ଜନପୂର୍ବତନ ପତ୍ନୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ କୁମାର ସାନୁ…mahabharatanewsDecember 22, 2025 by mahabharatanewsDecember 22, 2025025 ବଲିଉଡ ଗାୟକ କୁମାର ସାନୁ ତାଙ୍କ ପୂର୍ବତନ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି। ସାନୁଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ପତ୍ନୀଙ୍କୁ କ୍ଷମା ପ୍ରାର୍ଥନା ଏବଂ ₹50 କୋଟି...
ଅପରାଧମନୋରଞ୍ଜନବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ…mahabharatanewsDecember 19, 2025December 19, 2025 by mahabharatanewsDecember 19, 2025December 19, 2025037 ସୂତ୍ର ଅନୁସାରେ, ଜୁଆ ସହ ଜଡିତ ଏକ PMLA ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କ୍ରିକେଟର ଯୁବରାଜ ସିଂହ, ରବିନ ଉଥପ୍ପା, ଅଭିନେତା ସୋନୁ ସୁଦ, ନେହା ଶର୍ମା ଏବଂ ଅନ୍ୟମାନଙ୍କ ସମ୍ପତ୍ତି ଜବତ...
ମନୋରଞ୍ଜନପୁଣି ଥରେ ମାଆ ହୋଇଛନ୍ତି କମେଡିଆନ୍ ଭାରତୀ ସିଂହmahabharatanewsDecember 19, 2025 by mahabharatanewsDecember 19, 2025030 ପୁଣି ଥରେ ମାଆ ହୋଇଛନ୍ତି କମେଡିଆନ୍ ଭାରତୀ ସିଂହ । ଏଥର ମଧ୍ୟ ସେ ଏକ ପୁଅକୁ ଜନ୍ମ ଦେଇଛନ୍ତି। ଏହି ଦମ୍ପତି ପୂର୍ବରୁ ଏକ ପୁଅର ପିତାମାତା। ଏଥର ମଧ୍ୟ ସେ ଏକ...