ଅପରାଧଦେଶ ବିଦେଶଏହି କାରଣରୁ ପୋଲିସ ଗୁଳିରେ ମରିଲା ଦୁଷ୍କର୍ମକାରୀmahabharatanewsJuly 8, 2026July 8, 2026 by mahabharatanewsJuly 8, 2026July 8, 2026054 ପଶ୍ଚିମବଙ୍ଗର ବାରୁଇପୁରରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି। ବୁଧବାର ସକାଳେ ଘଟିଥିବା ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...
ଅପରାଧଅଭିଯୁକ୍ତ ଚେତନ ଏବଂ ସିଆ ପ୍ରାୟ ଚାରି ମାସ ପୂର୍ବରୁ ଗୁପ୍ତରେ ବିବାହ କରିଥିଲେ…mahabharatanewsJuly 7, 2026 by mahabharatanewsJuly 7, 2026035 ପୁଣେରେ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ପୋଲିସର ସୂଚନା ଅନୁଯାୟୀ, ତଦନ୍ତ ସମୟରେ ଉଦ୍ଧାର ହୋଇଥିବା ମୋବାଇଲ୍ ଡାଟାରୁ ଜଣାପଡିଛି ଯେ ଅଭିଯୁକ୍ତ ଚେତନ ଏବଂ ସିଆ ପ୍ରାୟ ଚାରି ମାସ...
ଅପରାଧଓଡିଶାଶିଶୁ ବାଟିକା ଚାକିରି ନାଁରେ ମହା-ଜାଲିଆତି,ବୁଲୁଛି ଅର୍ଥ ବିଭାଗର ‘ଫେକ୍’ ଚିଠିmahabharatanewsJuly 7, 2026July 7, 2026 by mahabharatanewsJuly 7, 2026July 7, 2026037 ସୋସିଆଲ ମିଡିଆରେ ବୁଲୁଛି ‘ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି’ର ଜାଲ୍ ଚିଠି: ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ସରକାର, ହେବ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ‘ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି’କୁ ନେଇ ଏକ...
ଅପରାଧଦେଶ ବିଦେଶପଶ୍ଚିମବଙ୍ଗରେ ୧୨ ବର୍ଷୀୟା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ଗଣଦୁଷ୍କର୍ମ ଅଭିଯୋଗରେ ତଦନ୍ତ ଜୋରଦାରmahabharatanewsJuly 5, 2026 by mahabharatanewsJuly 5, 2026038 ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପରିବାର ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଅପହରଣ...
ଅପରାଧଦେଶ ବିଦେଶପୋଲିସର ‘କପି-ପେଷ୍ଟ’ ଭୁଲ୍, ଜେଲ୍ରୁ ବାହାରିଲେ ହତ୍ୟାକାରୀ ସ୍ତ୍ରୀmahabharatanewsJuly 2, 2026 by mahabharatanewsJuly 2, 2026040 ଚାଞ୍ଚଲ୍ୟକର ‘ହନିମୁନ୍ ମର୍ଡର୍ସ’ ମାମଲା ପୋଲିସର ‘କପି-ପେଷ୍ଟ’ ଭୁଲ୍ ଜେଲ୍ରୁ ବାହାରେ ହତ୍ୟାକାରୀ ସ୍ତ୍ରୀ ମାମଲା ପହଞ୍ଚିଲା ସୁପ୍ରିମକୋର୍ଟରେ କାଲି ଜରୁରୀ ଶୁଣାଣି ଦେଶର ଚର୍ଚ୍ଚିତ ‘ହନିମୁନ୍ ମର୍ଡର୍ସ ମାମଲା’ରେ ଏକ ବଡ଼ ଟ୍ୱିଷ୍ଟ...
ଅପରାଧଓଡିଶାବହୁଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ମାମଲାରେ ରାୟ, ଆଜୀବନ କାରାଦଣ୍ଡmahabharatanewsJune 30, 2026 by mahabharatanewsJune 30, 2026052 ବହୁଚର୍ଚ୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଆସିଛି ବହୁ ପ୍ରତୀକ୍ଷିତ ରାୟ। ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ। ୨୦୨୧ ମସିହା ଜୁଲାଇ ୫...
ଅପରାଧଓଡିଶାବାଣପୁର ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଡ଼ ବିବାଦ, ଥାନା ଭିତରେ କଣ ଘଟିଲା?mahabharatanewsJune 30, 2026 by mahabharatanewsJune 30, 2026046 ବାଣପୁର ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଡ଼ ବିବାଦ! ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ହଙ୍ଗାମା ପୁଲିସ ମାଡ଼ରେ ମୃତ୍ୟୁ, ପରିବାରର ସାଂଘାତିକ ଅଭିଯୋଗ ଖାକି ଉପରେ ଉଠିଲା ବଡ଼ ପ୍ରଶ୍ନ ପୁଲିସ କହୁଛି...
ଅପରାଧଯଦି ମୋ ନିଜ ଝିଅ ଏହା କରିଛି ତାକୁ ମଧ୍ୟ ସେଠାରୁ ଠେଲି ଦିଆଯିବା ଉଚିତ…!mahabharatanewsJune 28, 2026 by mahabharatanewsJune 28, 2026039 ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତାଙ୍କ ମଙ୍ଗେତର ସିଆ ଗୋୟଲ ଏବଂ ତାଙ୍କ ପ୍ରେମିକା ଚୌଧୁରୀ ପୋଲିସ ହେପାଜତରେ ଅଛନ୍ତି। ଏହି ସମୟରେ,...
ଅପରାଧଓଡିଶାବାଲ୍ୟ ବିବାହ ଓ କମ୍ ବୟସରେ ଗର୍ଭଧାରଣ ବିରୋଧରେ ପ୍ରଶାସନର କଡ଼ା ପଦକ୍ଷେପmahabharatanewsJune 28, 2026 by mahabharatanewsJune 28, 2026056 ବାଲ୍ୟ ବିବାହ ଓ କମ୍ ବୟସରେ ଗର୍ଭଧାରଣ ରୋକିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଭିଯାନକୁ ଆହୁରି ଜୋରଦାର କରିଛି। ଶନିବାର ବାଲିଶଙ୍କରା ବ୍ଲକରୁ ଦୁଇଜଣ ୧୬ ବର୍ଷୀୟ ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରି...
ଅପରାଧଓଡିଶାସ୍ୱାମୀଙ୍କ ମୋବାଇଲ ଚୋରି ପାଇଁ ସୁପାରୀ!mahabharatanewsJune 25, 2026 by mahabharatanewsJune 25, 2026044 ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଆରମ୍ଭରେ ସାଧାରଣ ମୋବାଇଲ ଚୋରି ମାମଲା ଭାବେ ଦେଖାଯାଉଥିବା ଘଟଣାର ତଦନ୍ତ କରିବା ବେଳେ ପୋଲିସ ହାତରେ ଲାଗିଛି ଏକ ସାଙ୍ଘାତିକ...