ଅପରାଧଓଡିଶାନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗmahabharatanewsAugust 12, 2026 by mahabharatanewsAugust 12, 2026044 ଭୁବନେଶ୍ୱର: ନାବାଳିକାଙ୍କୁ ଅପହରଣ କରି ଯାଜପୁରରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୧୯ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରିଛି ଇନ୍ଫୋସିଟି ଥାନା ପୋଲିସ। ଏହି ମାମଲାରେ ଅଭିଯୁକ୍ତ ନିରଞ୍ଜନ ମଲିକଙ୍କୁ...
ଅପରାଧଦେଶ ବିଦେଶଭାରତଝିଅ ଟିଏ ବୋଲି ଦୁନିଆ ଭଲରେ ନ ଦେଖୁଣୁ ବୁଜିଲା ଆଖି…mahabharatanewsAugust 1, 2026August 1, 2026 by mahabharatanewsAugust 1, 2026August 1, 2026049 ମା… କ’ଣ ପୁଅ ହୋଇଥିଲେ ମୁଁ ଏବେ ମୃତ୍ୟୁ ଶେଯରେ ଶୋଇଥାନ୍ତି? ଯେଉଁ ହାତ ମତେ ବଡ କରିଥାନ୍ତା ସେ ପୁଣି ହତ୍ୟା କଲା। ମମତାରେ କୋଳେଇ ନେଇ ହତ୍ୟା ଆଡକୁ ନେଇଜ୍ଞଲା ।...
ଅପରାଧଅପରାଧ କରିବାକୁ ବାଟ ଦେଖାଇ ଦେଲା ଏ ଆଇ…mahabharatanewsJuly 22, 2026 by mahabharatanewsJuly 22, 2026072 ଅପରାଧ କରିବାକୁ ବାଟ ଦେଖାଇ ଦେଲା ଏ ଆଇ। ଅପରାଧ କରିବାକୁ ଏ ଆଇ ର ସାହାର୍ଯ୍ୟ ଲୋଡିଥିଲେ ଅଭିଯୁକ୍ତ । ହତ୍ୟା ଯୋଜନା ଠାରୁ ଆରମ୍ଭ କରି କିପରି ପ୍ରମାଣ ନଷ୍ଟ କରିବ...
ଅପରାଧଓଡିଶାପୋଲିସ ହାତରେ ଆରଟିଓ ଚାଲାଣ ଲୁଟେରା । ଅଲ୍ ଇଣ୍ଡିଆ ଆରଟିଓ ଚାଲାଣ ନାମରେ କରୁଥିଲେ ଲୁଟ।mahabharatanewsJuly 19, 2026 by mahabharatanewsJuly 19, 2026066 ଯଦି ଆପଣଙ୍କର RTO ଚାଲାଣ କଟିଛି ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଏକ ନକଲି ଆପ ଜରିଆରେ ଲୋକମାନଙ୍କୁ ଲୁଟିବାରେ ସିଦ୍ଧହସ୍ତ ଦୁଇ ସାଇବର ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ୍ ପୋଲିସ।...
ଅପରାଧଓଡିଶାଖୋର୍ଦ୍ଧାରେ ବାଇକ୍ ଚୋର ଗ୍ୟାଙ୍ଗ୍ ଉପରେ ପୋଲିସର ବଡ଼ ଆକ୍ସନmahabharatanewsJuly 13, 2026 by mahabharatanewsJuly 13, 2026054 ଖୋର୍ଦ୍ଧା: ଖୋର୍ଦ୍ଧାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରୁ କ୍ରମାଗତ ଭାବେ ଦୁଇ ଚକିଆ ଯାନ ଚୋରି କରି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ବାଇକ୍ ଚୋର ଗ୍ୟାଙ୍ଗ୍ର...
ଅପରାଧମା’କୁ ମାରିବାକୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଲା ପୁଅ…mahabharatanewsJuly 13, 2026 by mahabharatanewsJuly 13, 2026059 ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମା’କୁ ମାରିବାକୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଲା ପୁଅ । ଏହି ଘଟଣାଟି ଆଗ୍ରାର ପିଢୌରା ଅଞ୍ଚଳରେ ଥିବା ବାରପୁରା ଗାଁରେ...
ଅପରାଧଓଡିଶାରାଜ୍ୟରେ ଭିଜିଲାନ୍ସ ସ୍କାନରକୁ ପୁଣି ଜଣେ ଯନ୍ତ୍ରୀ ଆସିଛନ୍ତିmahabharatanewsJuly 13, 2026 by mahabharatanewsJuly 13, 2026049 ରାଜ୍ୟରେ ଭିଜିଲାନ୍ସ ସ୍କାନରକୁ ପୁଣି ଜଣେ ଯନ୍ତ୍ରୀ ଆସିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍ ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ...
ଅପରାଧଓଡିଶାଏମିତି ନେଉଥିଲେ ଲାଞ୍ଚ, ସିଧା ହାତକଡ଼ି ପିନ୍ଧାଇଲା ଭିଜିଲାନ୍ସmahabharatanewsJuly 9, 2026 by mahabharatanewsJuly 9, 2026055 ଭିଜିଲାନ୍ସ ଜାଲରେ ଜୟପୁରର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବ୍ୟବସାୟୀଙ୍କଠାରୁ ବାଲି ଲିଜର ଅବଧି ବୃଦ୍ଧି କରିବା ସହ ସ୍ପଟ୍ ଆକ୍ସନ ନ କରିବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା...
ଅପରାଧଦେଶ ବିଦେଶପୁଣେରେ ମହାବିପର୍ଯ୍ୟୟ: ଭୁଶୁଡ଼ି ପଡ଼ିଲା ୩ ମହଲା କୋଠାmahabharatanewsJuly 8, 2026 by mahabharatanewsJuly 8, 2026046 ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ପୁନେର ପିମ୍ପରି-ଚିଞ୍ଚୱାଡ ଅଞ୍ଚଳର ମୋଶିଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଅଳିଆ ଡିପୋ ନିକଟରେ ଏକ ବହୁତଳ କୋଠା ହଠାତ୍ ପ୍ରଚଣ୍ଡ ଶବ୍ଦ...
ଅପରାଧଓଡିଶାରାଜ୍ୟରେ ପୁଣି ଜଣେ ବଡ଼ ସରକାରୀ ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସmahabharatanewsJuly 8, 2026July 8, 2026 by mahabharatanewsJuly 8, 2026July 8, 2026061 ରାଜ୍ୟରେ ପୁଣି ଜଣେ ବଡ଼ ସରକାରୀ ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ। ଜୟପୁର ଖଣି ଉପନିର୍ଦ୍ଦେଶକ (Deputy Director of Mines) ସତ୍ୟଜିତ୍ ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ବାଲି ବ୍ୟବସାୟୀଙ୍କଠାରୁ ଖଣି...