Category : ଓଡିଶା

ଓଡିଶା

ଦୁଇ ହାଇୱା ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

mahabharatanews
(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରୁ ୯ କିମି ଦୂରରେ ଡୁମୁରିପଦର ପୋଲ ନିକଟରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଗୋଟିଏ ହାଇୱାର ଚାଳକ ଗୁରୁତର ଆହତ ହୋଇଛନ୍ତି...
ଓଡିଶା

ଟାଟା ମ୍ୟାଜିକ-ଡମ୍ପର ଧକ୍କା, ୪ ଗୁୁରୁତର ଆହତ

mahabharatanews
(ମହାଭାରତ, ବଣାଇ): ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକ ନିିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟାଟା ମ୍ୟାଜିକ ଓ ଡମ୍ପର ମଧ୍ୟରେ...
ଓଡିଶା

୨ ଶିଶୁପୁତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର

mahabharatanews
(ମହାଭାରତ, ବାସୁଦେବପୁର): ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏକ ଅଘଟଣ ଘଟିଛି । ଗାଁ ଦାଣ୍ଡରେ ଖେଳୁôଥିବା ବେଳେ ୨ ଶିଶୁ ପୁତ୍ରଙ୍କ ଉପରେ ଏକ ଟ୍ରାକ୍ଟର ଚଢି ଯାଇଛି । ଏଥିରେ ଜଣେ...
ଓଡିଶା

ପେଟି ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews
(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ କଲେଜ ଛକ ସ୍ଥିତ ଏକ ଢାବା ନିକଟରେ ପଡିଥିବା ଏକ କାଗଜ ପେଟିରୁ ଏକ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଶିଶୁଟିକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି...
ଓଡିଶା

ଖୋର୍ଦ୍ଧା ମହୋତ୍ସବ ଉଦଘାଟିତ

mahabharatanews
(ମହାଭାରତ, ଖୋର୍ଦ୍ଧା): ନିୟୁ ଥିଙ୍କିଙ୍ଗ୍ ଫୋରମ୍ ଅନୁଷ୍ଠାନ ତରଫରୁ ଖୋର୍ଦ୍ଧା ଷ୍ଟାଡିୟମ ଠାରେ ଖୋର୍ଦ୍ଧା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଏଠାରେ ଆଗାମୀ ୨୨...
ଓଡିଶା

ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

mahabharatanews
(ମହାଭାରତ,ଜଳେଶ୍ୱର): ସେବା ବନ୍ଧୁତାର ଗୁରୁମନ୍ତ୍ର ନେଲେ ଛାତ୍ର, ଛାତ୍ରୀ । ଜୁନିୟର ରେଡକ୍ରଶ ପକ୍ଷରୁ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ...
ଓଡିଶା

ମୁକ୍ତିଲାଭ କଲା କୋଶଲି ଚଳଚ୍ଚିତ୍ର ଝରାନ

mahabharatanews
(ମହାଭାରତ,ବଲାଙ୍ଗୀର): ପଶ୍ଚିମ ଓଡ଼ିଶାର ଲୋକଗୀତ, ଲୋକ କଳା ଉପରେ ଆଧାରିତ ଚଳଚ୍ଚିତ୍ର ଝରାନ ମୁକ୍ତିଲାଭ କରିଛି ବଲାଙ୍ଗୀର ସ୍ଥିତ ରମାଇଁ ସିନେମା ଘରେ । ପଶ୍ଚିମ ଓଡ଼ିଶାର ବଛା ବଛା କଳାକାରଙ୍କୁ ନେଇ ବରିଷ୍ଠ...
ଓଡିଶା

ବରପାଲି ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଅନୁଷ୍ଠିତ

mahabharatanews
(ମହାଭାରତ, ବରପାଲି): ବରଗଡ ଜିଲ୍ଲା ବରପାଲି ସାମ୍ବାଦିକ ସଂଘର ୩୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବିଧାୟିକା ରୀତା ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ବ୍ୟତୀତ...
ଓଡିଶା

ମନମୋହୁଛି ଜାରକା ଲକ୍ଷ୍ମୀନାରାୟଣ ପୁଜା

mahabharatanews
(ମହାଭାରତ/ପ୍ରିୟଦର୍ଶନୀ ସ୍ୱାଇଁ): ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହେଲା ଯାଜପୁର ଜିଲ୍ଲା ଜାରକାର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣଙ୍କ ପୁୁଜା ମହୋତ୍ସବ । ଏଥି ନିମନ୍ତେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ଏହି କାର୍ଯ୍ୟକ୍ରମଟି ୩ଦିନ...
ଓଡିଶା

କାଗଜ ଗୋଦାମରେ ଅଗ୍ନିକାଣ୍ଡ

mahabharatanews
(ମହାଭାରତ, ବାରିପଦା): ବାରିପଦା ମଞ୍ଚାବନ୍ଧା ନିକଟରେ ଥିବା ଏକ କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ...