ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ପରଜଙ୍ଗ ମିନି ଷ୍ଟାଡିୟମ ଠାରେ ବିଜେଡ଼ି ର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ପରଜଙ୍ଗ ମାନ୍ୟବର ବିଧାୟକ ଡ଼ଂ ନୃସିଂହ ଚରଣ ସାହୁ ନେତୃତ୍ୱ ରେ କାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ରାଜସ୍ବ ଓ ବିପର୍ୟ୍ୟସ୍ତ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜୁଳନ କରିବା ସହ ଓଡ଼ିଶା ନମ୍ବର ୱାନ କରିବା ଥିଲା ବିଜୁ ବାବୁଙ୍କ ଆବର୍ତମାନରେ ତାଙ୍କ ସ୍ଵପ୍ନ ପୂରଣ କରୁଛନ୍ତି ନବୀନ ଓ ନବୀନଙ୍କ ନେତୃତ୍ୱରେ ନୁଆ ଇତିହାସ ଗଢ଼ିବ ଓଡ଼ିଶା ,ବିଜୁବାବୁଙ୍କ ଶ୍ରେଷ୍ଠ ଉପହାର ହେଉଛନ୍ତି ନବୀନ ପଟ୍ଟନାୟକ ଓ ବିଜେଡ଼ି ହେଉଛି ଓଡ଼ିଶାର ମେରୁଦଣ୍ଡ ବୋଲି କହିଥିଲେ ଶ୍ରୀମତୀ ମଲ୍ଲିକ।
previous post
next post