ଓଡିଶାରାଜନୀତି

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ

ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ପରଜଙ୍ଗ ମିନି ଷ୍ଟାଡିୟମ ଠାରେ ବିଜେଡ଼ି ର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ପରଜଙ୍ଗ ମାନ୍ୟବର ବିଧାୟକ ଡ଼ଂ ନୃସିଂହ ଚରଣ ସାହୁ ନେତୃତ୍ୱ ରେ କାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ରାଜସ୍ବ ଓ ବିପର୍ୟ୍ୟସ୍ତ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜୁଳନ କରିବା ସହ ଓଡ଼ିଶା ନମ୍ବର ୱାନ କରିବା ଥିଲା ବିଜୁ ବାବୁଙ୍କ ଆବର୍ତମାନରେ ତାଙ୍କ ସ୍ଵପ୍ନ ପୂରଣ କରୁଛନ୍ତି ନବୀନ ଓ ନବୀନଙ୍କ ନେତୃତ୍ୱରେ ନୁଆ ଇତିହାସ ଗଢ଼ିବ ଓଡ଼ିଶା ,ବିଜୁବାବୁଙ୍କ ଶ୍ରେଷ୍ଠ ଉପହାର ହେଉଛନ୍ତି ନବୀନ ପଟ୍ଟନାୟକ ଓ ବିଜେଡ଼ି ହେଉଛି ଓଡ଼ିଶାର ମେରୁଦଣ୍ଡ ବୋଲି କହିଥିଲେ ଶ୍ରୀମତୀ ମଲ୍ଲିକ।

Related posts

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଲେ ସମାଜସେବୀ

mahabharatanews

ନାରାୟଣ କଲୋନୀ କୁଷ୍ଠାଶ୍ରମରେ ଜିଲ୍ଲା ରେଡକ୍ରସ ତରଫରୁ ପନିପରିବା ବଣ୍ଟନ

mahabharatanews

ପଶ୍ଚିମବଙ୍ଗ ମୁହାଁ ସୀମାନ୍ତବର୍ତ୍ତୀ ଶିକ୍ଷକ, ଶିକ୍ଷାର୍ଥୀ

mahabharatanews