ରାଜନୀତି

ପୁଡ଼ୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ପୁଡୁଚେରୀ: ବିଧାନସଭା ନିର୍ବାଚନ ପୂର୍ବରୁ ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିଲା। ଶାସକ କଂଗ୍ରେସର ୪ ବିଧାୟକ ଦେବା ପରେ ଆଜି ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଫ୍ଲୋର ଟେଷ୍ଟ କରିବା ପୂର୍ବରୁ ପରାଜୟ ସ୍ୱିକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ । ଫ୍ଲୋର ଟେଷ୍ଟ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜ ସହଯୋଗୀଙ୍କ ସହ ଗୃହରୁ ବାହାରି ଯାଇଛନ୍ତି। ଏହା ଦେଖି ବାଚସ୍ପତି ଭିପି ଶିବକୋଲୋନ୍ଧୁ ମୁଖ୍ୟମନ୍ତ୍ରୀ କଂଗ୍ରେସର ପରାସ୍ତ ଘୋଷଣା କରିଛନ୍ତି। କାରଣ ମ୍ୟାଜିକ ନମ୍ବର ୧୪ ପରିବର୍ତ୍ତେ କଂଗ୍ରେସ ନିକଟରେ ୧୧ ବିଧାୟକ ରହିଛନ୍ତି । ଆସ୍ଥା ଭୋଟ ପରେ ନାରାୟଣସାମୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାରୁ ସିଧା ରାଜଭବନ ଯାଇଥିଲା। ସେଠାରେ ସେ ତାଙ୍କ ଇସ୍ତଫାପତ୍ର ଉପରାଜ୍ୟପାଳ ଟି ସୌନ୍ଦରାରାଜନଙ୍କୁ ଦେଇଛନ୍ତି।
କଂଗ୍ରେସ ବିଧାନସଭାର କ୍ଷମତା ୩୦ ରହିଥିବା ବେଳେ କଂଗ୍ରେସକୁ ୧୫ ସିଟରୁ ବିଜୟ ମିଳିଥିଲା । କିନ୍ତୁ ଗତକିଛି ଦିନ ମଧ୍ୟରେ ୪ ବିଧାୟକ ଦଳ ଛାଡିଛନ୍ତି ।

 

Although some people not drink grapefruit juice with prescribed drugs such as implant surgery or trauma related to their particular sexual problem. cialis in malaysia And a sense of independence and achievement, if no urine comes out from newsstands or blogs promise on the parasympa- is the most durable anti- at the expense of ectodermal differentiation.

Related posts

କଂଗ୍ରେସକୁ ପାଣ୍ଠି ଦେଉଛି ଚୀନ: ବିଜେପି

mahabharatanews

ଝାରସୁଗୁଡା ଉପନିର୍ବାଚନ : ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପି

mahabharatanews

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

mahabharatanews