ଓଡିଶାରାଜନୀତି

କଂଗ୍ରେସ ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗନେବା ନିମନ୍ତେ ଆହ୍ୱାନ

କଂଗ୍ରେସ ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଭାଗ ନେବା ନିମନ୍ତେ ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀ ମାନଙ୍କୁ ଆହ୍ୱାନ କରାଯାଉଛି l ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାଙ୍କୁ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ  ଅବଗତ କରିଛନ୍ତି l କଂଗ୍ରେସ ପକ୍ଷରୁ ଦକ୍ଷ ଉପସ୍ଥାପକ,ମୁଖପାତ୍ର,ଗଣ ମାଧ୍ୟମ ସଂଯୋଜକ, ଗବେଷଣାତ୍ମକ ସମୀକ୍ଷକ ନିମନ୍ତେ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମା l

Related posts

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

mahabharatanews

ଆସନ୍ତା ୨୭ସ୍କୁଲ, କଲେଜ ଛୁଟି

mahabharatanews

ବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକ

mahabharatanews