Uncategorized

ସୁରଙ୍କୁ ତିର୍ତ୍ତୋଲ ଓ ତାରାଙ୍କୁ ବାଲେଶ୍ୱର ପର୍ଯ୍ୟବେକ୍ଷକ ଦାୟୀତ୍ୱ

(ମହାଭାରତ/ଭୁବନେଶ୍ୱର):  ଆଗକୁ ରାଜ୍ୟରେ ଦୁଇଟି ଉପନିର୍ବାଚନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦୁଇଟି କମିଟି ଗଠନ କରିଛନ୍ତି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରାପ୍ରସାଦ ବାହିନୀପତିଙ୍କୁ ବାଲେଶ୍ୱର ସଦର ନିମନ୍ତେ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ପିସିସି ସଭାପତିଙ୍କ ନିର୍ଦେଶକ୍ରମେ ଦୁଇଟି ଉପ ନିର୍ବାଚନରେ ଦଳ କିପରି ଜିତିବ ସେ ନେଇ କାର୍ୟ୍ୟ କରିବୁ ବୋଲି ସୁରେଶ କୁମାର ରାଉତରାୟ କହିଛନ୍ତି।

Related posts

ମଧ୍ୟପ୍ରଦେଶରେ ଟ୍ରେନ ଦୂର୍ଘଟଣା, ୩ ମୃତ

mahabharatanews

ୟୁକ୍ରେନ ରାଷ୍ଟ୍ରପତିଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି

mahabharatanews

ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

mahabharatanews