ମନୋରଞ୍ଜନ

ଯୋଗୀଙ୍କ ପାଦ ଛୁଇଁବା ରଜନୀକାନ୍ତଙ୍କୁ ପଡିପାରେ ମହଙ୍ଗା   

(ଉତ୍ତରପ୍ରଦେଶ) ; ସୁପରଷ୍ଟାର୍ ରଜନୀକାନ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଲକ୍ଷ୍ନୌସ୍ଥିତ ବାସଭବନରେ ଭେଟିବା ସମୟରେ ପାଦ ଛୁଇଁ ପ୍ରଣାମ କରିଥିଲେ। ଉକ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହିତ ବିବାଦ ସୃଷ୍ଟି ହେବ ସହ କଡା ସମାଲୋଚନା ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ , ରଜନୀକାନ୍ତ ଗତ ଶୁକ୍ରବାର ତାଙ୍କ ସିନେମା ଜେଲରର ସ୍କ୍ରିନିଂ ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏଥିସହିତ ଶନିବାର ରଜନୀକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତାଙ୍କୁ ନମସ୍କାର କରିବା ସହିତ ପାଦ ଛୁଇଁଥିଲେ।

Related posts

 ଅଭିନେତା ବିଜୟଙ୍କ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

mahabharatanews