ଭାରତସ୍ୱାସ୍ଥ୍ୟ

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାମୁଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ରୁ ସୁସ୍ଥ ହୋଇଛନ୍ତି ୫,୬୭୫ ଜଣ। ସୂଚନାନୁସାରେ, ଏବେ ବି ସକ୍ରିୟ ଅଛନ୍ତି ୪୫, ୭୪୯। ଦୈନିକ ପଜିଟିଭ୍‌ ‌ହାର ରହିଛି ୧.୫୫ ପ୍ରତିଶତ।

ଏବେ ସୁଦ୍ଧା ଟିକା ନେଇ ସାରିଲେଣି ୨,୧୫,୬୭, ୦୬, ୫୭୪ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତକାଲି ଦେଶରେ କରୋନ ସଂକ୍ରମଣ ସଂଖ୍ୟା ଥିଲା ୫,୨୨୧। କରୋନାଭାଇରସ୍‌ଜନିତ ମୃତ୍ୟୁ ଗତକାଲି ୧୫ ରେକର୍ଡ ହୋଇଥିଲା।

Related posts

ଏସିଆ କପ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

mahabharatanews

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews

ଆସାମ ବାତ୍ୟା : ଏବେ ବି ପାଣି ଘେରରେ  ୪ ଲକ୍ଷରୁ ଅଧିକ ଲୋକେ 

mahabharatanews