ଓଡିଶା

୨୪ଘଣ୍ଟାରେ ରାଜ୍ୟରୁ ୩୦୪ କରୋନା ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) :  କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହିକ୍ରମରେ  ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦୪ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦିଓ ଦୈନିକ ସଂକ୍ରମଣ ୫ଶହରୁ ଖସି ଆସିଛି ତଥାପି ୩ଶହ ଉପରେ ଜାରି ରହିଛି। ରାଜ୍ୟରେ ଆଉ ୨୧୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦେଶରେ କୋଭିଡ ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ଓଡ଼ିଶା ଦ୍ବିତୀୟରେ ରହିଛି । ୬ହଜାରରୁ ଅଧିକ ଆକ୍ରାନ୍ତ ସହତ କେରଳ ଶୀର୍ଷରେ ରହିଛି। ମାତ୍ର ନୂଆ ପ୍ରଜାତିର ଭୟ ଥିବାରୁ କୋଭିଡ ଯୁଦ୍ଧ ଶେଷ ହୋଇନାହିଁ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି।

Related posts

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews

କାର-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୨ ଶ୍ରମିକ ମୃତ

mahabharatanews

ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି କର୍ମଚାରୀ

mahabharatanews