ଓଡିଶା

ପୁରୀରେ ତିନି ଧରି ହେବ ଭାରତୀୟ ମଜଦୂର ସଂଘ ର ୨୯ ତମ ତ୍ରୈବାର୍ଷିକ ଅଧିବେଶନ

ପୁରୀରେ ତିନି ଧରି ହେବ ଭାରତୀୟ ମଜଦୂର ସଂଘ ର ୨୯ ତମ ତ୍ରୈବାର୍ଷିକ ଅଧିବେଶନ । ୬ ଫେବୃଆରୀ ରୁ ୮ ଫେବୃଆରୀ ରୁ ଚାଲିବ ଅଧିବେଶନ ।୨୦୨୬ ରୁ ୨୦୨୯ ପର୍ଯ୍ୟନ୍ତ ସାଂଘ ର କର୍ମକର୍ତ୍ତା ନିର୍ବାଚନ ହେବା ସହ ନୂଆ ଦାୟିତ୍ଵ ବଣ୍ଟନ ହେବ ।ମହିଳାଙ୍କୁ କିଭଳି ଅଧିକ ସଂଖ୍ୟାରେ ସାମିଲ କରାଯାଇ ପାରିବ ,କର୍ମକ୍ଷେତ୍ରରେ ନିଆଯାଇପାରିବ ସେନେଇ ହେବ ମାନସ ମନ୍ଥନ ।ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧି ମାନେ ଙ୍କୁ ନେଇ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।ଏଥିସହିତ ପ୍ରାୟ ୭ ରି ୮ ହଜାର କର୍ମକର୍ତ୍ତା ରାଲି ମାଧ୍ୟମରେ ବିଭିନ୍ନ ବାର୍ତ୍ତା ଦେବେ ।ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରମମନ୍ତ୍ରୀ ଏଲ୍ ମନ୍ ସୁଖ ମାଣ୍ଡବ୍ୟ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟାନ୍ୟ ଦେଶର ପ୍ରତିନିଧି ।

Related posts

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

mahabharatanews

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୫ ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews